ଗୃହ ପାଇଁ ବାସ୍ତୁବିଜ୍ଞାନ-3, “ଦିଗ ନିର୍ଣ୍ଣୟ”
- ଵାସ୍ତୁବିତ ଇଂ ଅଜୟ ମହାପାତ୍ର
ଭୁବନେଶ୍ୱର//TATKAL ODISHA //
++++++++++++++++++++++++++++++++++++++++
ଆମେ ପୂର୍ବରୁ TATKAL ODISHAରେ ଓଡ଼ିଶାରେ ବିଶିଷ୍ଟ ଵାସ୍ତୁବିତ ଇଂ ଅଜୟ ମହାପାତ୍ରଙ୍କ “ଗୃହ ପାଇଁ ବାସ୍ତୁବିଜ୍ଞାନ” ଶୀର୍ଷକ ଦୁଇଟି ସ୍ତମ୍ବ ଦେଇଥଲୁ I ଶୁକ୍ରବାର ପୁଣି ତୃତୀୟ ସ୍ତମ୍ବ ଦେଉଛୁ…ଘର କରିବା ଜମି କେମିତି ହେବ? ତାର ଦିଗ ଆଦି ବିଚାର କରିବାକୁ ପଡ଼ିବ….
+++++++++++++++++++++++++++++++++++++++
ଦିଗ ନିର୍ଣ୍ଣୟ :
ଗୃହ ନିର୍ମାଣ ପୂର୍ବରୁ ଭୂଖଣ୍ଡର ସଠିକ୍ ଦିଗ ନିର୍ଣ୍ଣୟ କରିବା ନିହାତି ଆବଶ୍ୟକ । ଏହାକୁ ପ୍ରକାରଭେଦରେ ସାଧାରଣତଃ ୧୦ଟି ଭାଗରେ ବିଭକ୍ତକରଣ କରାଯାଇଥାଏ ।
ଯଥା—
- (୧) ଉତ୍ତର,
- (୨) ଦକ୍ଷିଣ,
- (୩) ପୂର୍ବ,
- (୪) ପଶ୍ଚିମ,
- (୫) ଉତ୍ତର-ପୂର୍ (ଐଶାନ୍ଯ),
- (୬) ଦକ୍ଷିଣ-ପୂର୍ବ (ଆଗ୍ନେୟ),
- (୭) ଦକ୍ଷିଣ-ପଶ୍ଚିମ (ନୈଋତ),
- (୮) ଉତ୍ତର-ପଶ୍ଚିମ (ବାୟବ),
- (୯) ଊର୍ଦୁ,
- (୧୦) ଅଧଃ
ଦେଖନ୍ତୁ ଦିଗ?
ଘର କରିବା ପୂର୍ବରୁ କେଉଁ ଦିଗରେ ପ୍ଲଟର ଏଭଳି ଦିଗ ନିର୍ଣ୍ଣୟ କରିବାକୁ ହେବ, ତାକୁ ନଜର ଦେବାକୁ ପଡ଼ିବ I
//କ୍ରମଶଃ//
- ସମ୍ପର୍କ : ଇଂ ଅଜୟ ମହାପାତ୍ର
- ମୋବାଇଲ : 9437179025
- TATKAL ODISHA ରେ ଦେଖନ୍ତୁ ବାସ୍ତୁ ବିଜ୍ଞାନ ଉପରେ ପୂର୍ବ ରିପୋର୍ଟ…
// ନୂଆ ସ୍ତମ୍ବ //ଘର ପାଇଁ ବାସ୍ତୁବିଜ୍ଞାନ-2: “ବାସପଯୋଗୀ ପ୍ଲଟର ଆକାର କେମିତି ହେବ?”
ଘର ପାଇଁ ବାସ୍ତୁ ବିଜ୍ଞାନ-2: ‘ପ୍ଲଟର ଉତ୍ତମ ଆକାର’