ଖଲ୍ଲିସ୍ତାନୀ ଆତଙ୍କବାଦୀ ପନ୍ନୁର ପୁଣି ଧମକ
ଭୁବନେଶ୍ୱର//TATKAL ODISHA//
ଖଲ୍ଲିସ୍ତାନୀ ଆତଙ୍କବାଦୀ ପନ୍ନୁର ଧମକ ପୁଣି ଧମକ ଦେଇଛି I ପ୍ରବାସୀ ଭାରତୀୟ ଦିବସରେ ବ୍ୟାପକ ବ୍ୟାଘତ ସୃଷ୍ଟି ପାଇଁ ଏହି ଧମକ ମିଳିଛି I
ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କୁ ଏଭଳି ଧମକପୂର୍ଣ୍ଣ ଇ-ମେଲ ଆସିଛି I
ପୂର୍ବରୁ ଡିଜି ସମ୍ମିଳନୀକୁ ଉଡ଼ାଇ ଦେବା ପାଇଁ ଅନୁରୂପ ଧମକପୂର୍ଣ୍ଣ ଇମେଲ ଆସିଥିଲା I ଉକ୍ତ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହ ମନ୍ତ୍ରୀ ଅମିତ ଶାହ ଓ ସାରା ଦେଶରୁ ଡିଜିମାନେ ଆସିଥିଲେ I