କୋଟିଆରେ ଆନ୍ଧ୍ରର ଦୌରାତ୍ମ୍ୟ : ଲଗାଇଲା ନୂଆ ଫଳକ

0
  • ଓଡ଼ିଶାର ଫଳକକୁ କଲା ବିକୃତ
  • କୋରାପୁଟ//TATKAL ODISHA//


    କୋଟିଆରେ ପୁଣି ଆନ୍ଧ୍ର ପ୍ରଦେଶ ପ୍ରଶାସନ ଦୌରାତ୍ମ ଜାରି ରଖିଛି I ଜାଣିଶୁଣି କୋଟିଆ ଗ୍ରାମପୁଞ୍ଜରେ ଓଡ଼ିଶା ଲଗାଇଥିବା କାମ ଫଳକକୁ ବିକୃତ କରି ନୂଆ ଫଳକ ଲଗାଇଛି I

  • ତାହା ତେଲୁଗୁ ଭାଷାରେ ରହିଛି I 

 ଆନ୍ଧ୍ରର ଏହି ଷଡ଼ଯନ୍ତ୍ର ଖବର ପ୍ରଚାର ହେବା ପରେ ପରେ ବିଭିନ୍ନ ମହଲରେ ପୁଣି ଅସନ୍ତୋଷ ତୀବ୍ର ହୋଇଛି I

ହେଲେ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଉ ନୂଆ ଫଳକ ଲଗାଯାଇ ନାହିଁ I

Leave A Reply

Your email address will not be published.