କେଉଁ ବିଧାନସଭା ଆସନକୁ କିଏ ହାତେଇଲେ? ଦେଖନ୍ତୁ..

0
  • ତାଲିକା ପାଇଲା ପ୍ରକାଶ
  • ଭୁବନେଶ୍ୱର//TATKAL ODISHA//

ଓଡ଼ିଶାର ୧୪୭ଟି ବିଧାନସଭା ପାଇଁ ହୋଇଥିବା ଚାରି ପର୍ଯ୍ୟାୟ ନିର୍ବାଚନର ଭୋଟ୍ ଗଣତି ପରେ ତାହା ସ୍ପଷ୍ଟ ହୋଇଯାଇଛି । ମୋଟ ୧୩୫୯ ବିଧାନସଭା ପ୍ରାର୍ଥୀ ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିଲେ। ସେମାନଙ୍କ ଭିତରୁ କିଏ ଜିତିଲେ ଦେଖନ୍ତୁ…

  • ସମ୍ବଲପୁର ଆସନରୁ ବିଜେପିର ଜୟନାରାୟଣ ମିଶ୍ର ବିଜୟୀ
  • ଆନନ୍ଦପୁରରୁ ବିଜେଡିର ଅଭିମନ୍ୟୁ ସେଠୀ ବିଜୟୀ
  • ଧର୍ମଗଡରୁ ବିଜେପିର ସୁଧିର ପାଟ୍ଟଯୋଶୀ ବିଜୟୀ
  • ବାଲିଗୁଡା ଆସନରୁ ବିଜେଡିର ଚନ୍ଦ୍ରମଣି କହଁର ବିଜୟୀ
  • ଭବାନୀପାଟଣାରୁ କଂଗ୍ରେସର ସାଗର ଦାସ ବିଜୟୀ
  • ଅତାବିରାରୁ ବିଜେପିର ନିହାର ମହାନନ୍ଦ ବିଜୟୀ
  • ବଡସାହିରୁ ବିଜପିର ସନାତନ ବିଜୁଳି ବିଜୟୀ
  • ଧର୍ମଗଡ ଆସନରୁ ବିଜପିର ସୁଧୀର ପାଟ୍ଟଯୋଶୀ ବିଜୟୀ
  • ଟିଟିଲାଗଡରୁ ବିଜେପି ପ୍ରାର୍ଥୀ ନବୀନ ଜୈନ ବିଜୟୀ
  • ସାନଖେମୁଣ୍ଡିରୁ କଂଗ୍ରେସ ପ୍ରାର୍ଥୀ ରମେଶ ଜେନା ବିଜୟୀ
  • ଖଣ୍ଡପଡାରୁ ବିଜେପିର ଦୁଷ୍ମନ୍ତ ସ୍ବାଇଁ ବିଜୟୀ
  • କରଂଜିଆରୁ ବିଜପି ପ୍ରାର୍ଥୀ ପଦ୍ମଚରଣ ହାଇବ୍ରୁ ବିଜୟୀ
  • ଘଷିପୁରାରୁ ବିଜେଡିର ବଦ୍ରି ନାରାୟଣ ପାତ୍ର ବିଜୟୀ
  • ପାଟକୁରାରୁ ବିଜେଡିର ଅରବିନ୍ଦ ମହାପାତ୍ର ବିଜୟୀ
  • ବ୍ରଜରାଜନଗରରୁ ବିଜେପିର ସୁରେଶ ପୂଜାରୀ ଓ
  • ଝାରସୁଗୁଡାରୁ ବିଜେପିର ଟଙ୍କଧର ତ୍ରିପାଠୀ ବିଜୟୀ
  • : ବରୀରୁ ବିଜେଡିର ବିଶ୍ବରଞ୍ଜନ ମଲ୍ଲିକ ବିଜୟୀ
  • ଚିତ୍ରକୋଣ୍ଡାରୁ କଂଗ୍ରେସର ମଙ୍ଗୁ ଖିଲ ବିଜୟୀ
  • ରଘୁନାଥପାଲ୍ଲୀରୁ ବିଜେପିର ଦୁର୍ଗା ତନ୍ତୀ ବିଜୟୀ
  • ମାଲକାନଗିରି ଆସନରୁ ବିଜେପିର ନରସିଂହ ମାଡକାମି ବିଜୟୀ
  • ଆଳିରୁ ବିଜେଡିର ପ୍ରତାପ ଦେବ ବିଜୟୀ
  • କୁଚିଣ୍ଡାରୁ ବିଜେପିର ରବି ନାୟକ ବିଜୟୀ
  • ଭୁବନେଶ୍ବର ମଧ୍ୟ ଆସନରୁ ବିଜେଡିର ଅନନ୍ତ ନାରାୟଣ ଜେନା ବିଜୟୀ
  • ବାଙ୍କିର ବିଜେଡିର ଦେବୀ ରଞ୍ଜନ ତ୍ରିପାଠୀ ବିଜୟୀ
  • : ଦଶପଲ୍ଲାରୁ ବିଜେଡିର ରମେଶ ବେହେରା ବିଜୟୀ
  • ବିଂଝାରପୁରରୁ ବିଜେଡିର ପ୍ରମିଳା ମଲ୍ଲିକ ବିଜୟୀ
  • ଜଗତସିଂହପୁରରୁ ବିଜେପିର ଅମରେନ୍ଦ୍ର ଦାସ ବିଜୟୀ
  • ମୁଖ ସଚେତକ ବିଜେଡି ପ୍ରାର୍ଥୀ ବିଜେଡିର ପ୍ରଶାନ୍ତ ମୁଦୁଲିଙ୍କୁ ହରାଇଲେ ଅମରେନ୍ଦ୍ର ଦାସ
  • ଆଠମଲ୍ଲିକରୁ ବିଜେଡିର ନଳିନୀ କାନ୍ତ ପ୍ରଧାନ ବିଜୟୀ
  • ଅନୁଗୁଳ ଆସନରୁ ବିଜପିର ପ୍ରତାପ ଚନ୍ଦ୍ର ପ୍ରଧାନ ବିଜୟୀ
  • ବରଗଡ ବିଧାନସଭା ଆସନରୁ ବିଜୟୀ ହେଲେ ବିଜେପିର ଅଶ୍ବିନୀ ଷଡଙ୍ଗୀ
  • କେନ୍ଦୁଝର ରୁ ବିଜେପିର ମୋହନ ମାଝି ବିଜୟୀ
  • ରଣପୁର ଆସନରୁ ବିଜେପିର ସୁରମା ପାଢୀ ବିଜୟୀ
  • ସୁକିନ୍ଦା – ଆକାଶ ଦାସ ନାୟକ -ବିଜେପି
  • ଖୋର୍ଦ୍ଧା -ପ୍ରଶାନ୍ତ ଜଗଦେବ – ବିଜେପି
  • : ଅତାବିରାରୁ ବିଜେପିର ନିହାର ମହାନନ୍ଦ ବିଜୟୀ
  • : ବଡସାହିରୁ ବିଜପିର ସନାତନ ବିଜୁଳି ବିଜୟୀ
  • : ଧର୍ମଗଡ ଆସନରୁ ବିଜପିର ସୁଧୀର ପାଟ୍ଟଯୋଶୀ ବିଜୟୀ
  • : ମନ୍ତ୍ରୀ ଟୁକୁନି ସାହୁଙ୍କୁ ହରାଇ ଟିଟିଲାଗଡରୁ ବିଜେପି ପ୍ରାର୍ଥୀ ନବୀନ ଜୈନ ବିଜୟୀ
  • : ସାନଖେମୁଣ୍ଡିରୁ କଂଗ୍ରେସ ପ୍ରାର୍ଥୀ ରମେଶ ଜେନା ବିଜୟୀ
  • : ଖଣ୍ଡପଡାରୁ ବିଜେପିର ଦୁଷ୍ମନ୍ତ ସ୍ବାଇଁ ବିଜୟୀ
  • : କରଂଜିଆରୁ ବିଜେପି ପ୍ରାର୍ଥୀ ପଦ୍ମଚରଣ ହାଇବ୍ରୁ ବିଜୟୀ
  •  : ଘଷିପୁରାରୁ ବିଜେଡିର ବଦ୍ରି ନାରାୟଣ ପାତ୍ର ବିଜୟୀ
  • : ପାଟକୁରାରୁ ବିଜେଡିର ଅରବିନ୍ଦ ମହାପାତ୍ର ବିଜୟୀ
  • : ବାଲିଗୁଡାରୁ ବିଜେଡି ପ୍ରାର୍ଥୀ ଚକ୍ରମଣି କହଁର ବିଜୟୀ
  • : ଯଶୀପୁରରୁ ବିଜେପିର ଗଣେଶରାମସିଂ ଖୁଣ୍ଟିଆ ବିଜୟୀ
  • : ଫୁଲବାଣୀ ଆସନରୁ ବିଜେପିର ଉମାଚରଣ ମଲ୍ଲିକ ବିଜୟୀ
  • : କଣ୍ଟାମାଳରୁ ବିଜେପି ପ୍ରାର୍ଥୀ କହ୍ନେଇ ଚରଣ ଡାଙ୍ଗ ବିଜୟୀ
  • : କୋରାପୁଟରୁ ବିଜେପିର ରଘୁରାମ ମାଛ ବିଜୟୀ
  • : ବଡଚଣାରୁ ବିଜେପିର ଅମର ନାୟକ ବିଜୟୀ
  • : ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ହରାଇଲେ ଅମର ନାୟକ
  • : କଟକ ସଦର ଆସନରୁ ବିଜେପିର ପ୍ରକାଶ ସେଠୀ ବିଜୟୀ
  • : ହାରିଲେ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ
  • : ନୂଆପଡାର ଆସନରୁ ଶରତଙ୍କୁ ହରାଇ ବିଜୟୀ ହେଲେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ
  • : ଧର୍ମଶାଳାରୁ ସ୍ବାଧୀନ ପ୍ରାର୍ଥୀ ହିଂମାଶୁ ସାହୁ ବିଜୟୀ
  • : ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ହରାଇ ଭୁବନେଶ୍ବର ଏକାମ୍ରରୁ ବିଜେପିର ବାବୁ ସିଂ ବିଜୟୀ
  • : ଚିଲିକାରୁ ବିଜେପି ପ୍ରାର୍ଥୀ ପୃଥୀରାଜ ହରିଚନ୍ଦନ ବିଜୟୀ
  • : ଧାମନଗରରୁ ବିଜେପି ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀ ବିଜୟୀ
  • : ବୌଦ୍ଧରୁ ବିଜେପ ପ୍ରାର୍ଥୀ ସରୋଜ ପ୍ରଧାନ ବିଜୟୀ
  • : ମନ୍ତ୍ରୀ ପ୍ରଦୀପ ଅମାତଙ୍କୁ ହରାଇଲେ ସରୋଜ ପ୍ରଧାନ
  • : ଖୋର୍ଧାରୁ ବିଜେପି ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ବିଜୟୀ
  • : ରାଉରକେଲାରୁ ବିଜେଡି ପ୍ରାର୍ଥୀ ସାରଦା ନାୟକ ବିଜୟୀ
  • : ବିଜେପି ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ହରାଇଲେ ସାରଦା ନାୟକ
  • : ଭଂଜନଗରରୁ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କୁ ହରାଇ ବିଜେପିର ପ୍ରଦ୍ୟୁମ୍ନ ନାୟକ ବିଜୟୀ

Leave A Reply

Your email address will not be published.