କାହିଁକି ରାବଣ ପୋଡ଼ି?

0
  • **********
  • ଶ୍ରୀରାମ ଦାଶ
  • ***********

ରାବଣ ପୋଡି ଏକ ଭୁଲ ପରର୍ମ୍ପରା।ସେ ଜଣେ ଶିବଭକ୍ତ, ବି ଶ୍ରବା ଋଷିଙ୍କ ପୁତ୍ର, ବ୍ରହ୍ମ ଜ୍ଞାନୀ,ତାର ମାତା ଅସୁର କୁଳ ସମ୍ଭବା,ପିତା ବ୍ରାହ୍ମଣ ।

ସେ ବ୍ରାହ୍ମଣ କାର୍ଯ୍ୟ ଜାଣିଥିବାରୁ ପ୍ରଭୁ ମର୍ଯ୍ୟାଦା ପୁରୁଷୋତ୍ତମ ତାଙ୍କ ଦ୍ୱାରା ସେତୁବନ୍ଧ ପ୍ରତିଷ୍ଠା କରିଥିଲେ।ସେ ଧନରାଜ କୁବେରଙ୍କ ଭାଇ। ବେଡ଼ ଓ ବିଜ୍ଞାନରେ ତାଙ୍କର ସିଦ୍ଧିଥିଲା।

ସ୍ୱୟଂ ନାରାୟଣ ପ୍ରଭୁ ଶ୍ରୀରାମଙ୍କ ଦ୍ୱାରା ସେ ମୃତ୍ୟୁ ପ୍ରାପ୍ତ ହୋଇ ବୈକୁଣ୍ଠରେ ବିଜୟ ଭାବେ ଦ୍ୱାରପାଳ ଦାଇତ୍ୱ ପୁନଃ ପ୍ରାପ୍ତ ହୋଇଥିଲା।

ରାବଣକୁ କେବକ ଅସୁର ଅନ୍ୟାୟ ଅତ୍ୟାଚାରର ସାଙ୍କେତିଜ ପ୍ରତୀକ ଭାବେ ଗ୍ରହଣ କରି ନିଆଁ ଲଗାଇବା ଏକ ମନୋରଂଜନ କାର୍ଯ୍ୟକ୍ରମ ମାତ୍ର”

ଏହା ଉତ୍ତର ଭାରତରୁ ଆରମ୍ଭ ହୋଇ ଥିଲା।

ଦେଖା ଶିଖା ଓଡିଶା ନ୍ୟାୟରେ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ଏହି ନାଟକ ବାଜି ଚାନ୍ଦା ଆଦାୟ ଚାଲିଛି।ଯାହା କୌଣସି ଦୃଷ୍ଟିରୁ ଠିକ ନୁହେଁ।

ଏବେ ଦେଖା ଶିଖା ଓଡିଶା ନ୍ୟାୟରେ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ଏହି ନାଟକ ବାଜି ଚାନ୍ଦା ଆଦାୟ ଚାଲିଛି।ଯାହା କୌଣସି ଦୃଷ୍ଟିରୁ ଠିକ ନୁହେଁ।

ସମ୍ପର୍କ : ଶ୍ରୀରାମ ଦାଶ, ବରମୁଣ୍ଡା ହାଉସିଂ କଲୋନୀ, ଫୋନ – +919437055221

Leave A Reply

Your email address will not be published.