କଳାହାଣ୍ଡିରେ ମୃଦୁ ଭୂମିକମ୍ପ

0
  • ଭୁବନେଶ୍ୱର, କଳାହାଣ୍ଡି//TATKAL ODISHA//

କଳାହାଣ୍ଡିରେ ଭୂମିକମ୍ପ ଅନୁଭୂତ ହୋଇଛି I ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ରହିଛି 3.5 I

ଓରସାକ ପକ୍ଷରୁ ଏହାର ଆନିମେଟେଡ ଚିତ୍ର ଜାରି ହୋଇଛି I ଭୂମିକମ୍ପର ପ୍ରଭାବ ‘ମୃଦୁ’ ଥିବାରୁ କିଛି କ୍ଷୟକ୍ଷତି ହୋଇ ନାହିଁ I

ତେବେ ପୁଣି ଭୂମିକମ୍ପ ଫେରିପାରେ ବୋଲି ପୂର୍ବାନୁମାନ କରାଯାଇଛି I ସେଥିପାଇଁ ଲୋକଙ୍କୁ ସତର୍କ କରାଯାଇଛି I

Leave A Reply

Your email address will not be published.