କରୋନା ପଞ୍ଝାରେ କ୍ୟାପିଟାଲ ହସ୍ପିଟାଲ

0

ଡାକ୍ତର, ନର୍ସ ଓ କର୍ମଚାରୀ 135 କୋଭିଡ ପଜିଟିଭ

  • ଭୁବନେଶ୍ୱର//TATKAL ODISHA//

ଗୋଟିଏ ପଟେ କରୋନା ସଂକ୍ରମଣ ନେଇ ଭୟ କରନ୍ତୁ ନାହିଁ, ତାହା ନିୟନ୍ତ୍ରଣାଧୀନ ରହିଛି ବୋଲି ରାଜ୍ୟ ସରକାର କହିଥିଲାବେଳେ ଅନ୍ୟପଟେ କୋଭିଡ ସଂକ୍ରମଣ କମିବା ନାମ ଧରୁନାହିଁ, ହୁ ହୁ ବଢ଼ି ଚାଲିଛି I

ଗୁରୁବାର ସୁଦ୍ଧା କ୍ୟାପିଟାଲ ହସ୍ପିଟାଲରେ ପ୍ରାୟ 135ରୁ ଅଧିକ କରୋନାରେ ଆକ୍ରାନ୍ତ ହୋଇଛନ୍ତି I

ଯାହାକୁ ଦେଖିବ ଦେଖ ଏଠି ସବୁ ପଜିଟିଭ୍‌

ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି..

  • 40 ଡାକ୍ତର,
  • 30 ଷ୍ଟାଫ୍ ନର୍ସ
  • 40 ଲାବରୋଟୋରୀ ଟେକ୍ନିସିଆନ
  • 15 ଜଣ ଫାର୍ମାସିଷ୍ଟ
  • 10 ଅନ୍ୟ କର୍ମଚାରୀ

ଏମାନଙ୍କ ବ୍ୟତୀତ କିଛି ସଫେଇ ଓ ତୃତୀୟ ଶ୍ରେଣୀ କର୍ମଚାରୀ ବି କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି I

  • ଏମ୍ସରେ ସମାନ ସ୍ଥିତି

ଏମ୍ସରେ ମଧ୍ୟ ସମାନ ପରିସ୍ଥିତି ଦେଖାଯାଇଛି । ଭୁବନେଶ୍ୱର ଏମ୍‌ସର ୩ ଶହରୁ ଅଧିକ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।

Leave A Reply

Your email address will not be published.