କରୋନା ‘ଟେଷ୍ଟିଂ’ ପାଇଁ ବିଏମସିର ହସ୍ପିଟାଲ ତାଲିକା ଜାରି

0

ଭୁବନେଶ୍ୱର //ତତ୍କାଳ ଓଡିଶା //

ଭୁବନେଶ୍ୱରରେ କରୋନା ସଂକ୍ରମଣ ହୁ ହୁ ମାଡୁଥିବାରୁ ଭୁବନେଶ୍ୱର ମହାନଗର ନିଗମ (ବିଏମସି ) କୋଭିଡ ପରୀକ୍ଷା ପାଇଁ ହସ୍ପିଟାଲ ତାଲିକା ଜାରି କରିଛି I ଆପଣ ଏହାର ସୁଯୋଗ ନେଇ ପାରିବେ I

ଦେଖନ୍ତୁ ତାଲିକା

ଭୁବନେଶ୍ୱରରେ କୋଭିଡ ନିୟନ୍ତ୍ରଣ ପାଇଁ ବିଏମ୍‌ସି ପକ୍ଷରୁ ଟେଷ୍ଟିଂ ସେଣ୍ଟର ନମ୍ବର ଜାରି କରାଯାଇଛି। ଯଦି ଆପଣ ଭୁବନେଶ୍ୱର ବାସିନ୍ଦା, ତେବେ ବିନା ଶୁଳ୍କରେ କେଉଁଠାରେ କରିବେ କୋଭିଡ ଟେଷ୍ଟ ଜାଣନ୍ତୁ।

ଟେଷ୍ଟିଂର ସମୟ

ସକାଳ ୧୦ଟାରୁ ମଧ୍ୟାହ୍‌ଣ ୧ଟା(ରାପିଡ ଆଣ୍ଟିଜେନ ଟେଷ୍ଟ)

କେଉଁ ସରକାରୀ ହସ୍ପିଟାଲରେ କରିବେ ଟେଷ୍ଟ

କପିଳପ୍ରସାଦ, ବିଏମ୍‌ସି ହସ୍ପିଟାଲ – ପ୍ରଭୁଦତ୍ତ ମହାପାତ୍ର, ୯୪୩୯୯୯୯୦୫୬
ବି.ପାଟନା, ୟୁନିଟ-୩ – ନରେନ୍ଦ୍ର କୁମାର ପାଳ, ୯୪୩୯୯୯୯୦୫୩
ଡୁମୁଡୁମା, ଘାଟିକିଆ – ରାଜଲକ୍ଷ୍ମୀ ଜେନା, ୯୪୩୯୯୯୯୦୫୪
ନିଳାଦ୍ରୀବିହାର, ସି.ଏସ ପୁର, ପଟିଆ – ହେମନ୍ତ କୁମାର ମହାପାତ୍ର, ୯୪୩୯୯୯୯୦୫୭
ୟୁନିଟ ୯, ୟୁନିଟ ୪, ପୋଖରିପୁଟ – ସ୍ରିସେନ୍ଦୁ ରକସିତ୍‌, ୯୪୩୯୯୯୯୦୫୦
ୟୁନିଟ ୮, ବରମୁଣ୍ଡା – ସତ୍ୟପ୍ରିୟ ଦାଶ, ୯୪୩୯୯୯୯୦୫୧
ସହୀଦନଗର, ସତ୍ୟନଗର – ପୂର୍ଣ୍ଣିମା ସାହୁ, ୯୪୩୯୯୯୯୦୪୯
ଗାଢ଼କଣ, ଶିଖରଚଣ୍ଡି – ଅଶୋକ ମାଝୀ, ୯୪୩୯୯୯୯୦୫୫
ରସୁଲଗଡ଼, ନହରକଣ୍ଟା – ନିଶିତ ରଞ୍ଜନ ସାହୁ, ୯୪୩୯୯୯୯୦୫୨
କଳ୍ପନା, ଝାରପଡ଼ା – କ୍ଷରୋଦ କୁମାର ପଣ୍ଡା, ୯୪୩୯୯୯୯୦୫୯
ସାମନ୍ତପୁରୀ, ଆଇଆରସି ଭିଲେଜ – ୯୪୩୯୯୯୯୦୫୮
କେଉଁ ବେସରକାରୀ ହସ୍ପିଟାଲରେ କରିବେ ଟେଷ୍ଟ

ଆଇଏମଏସ ଏବଂ ସମ୍ – ଆରଟିପିସିଆର/ଆଣ୍ଟିଜେନ – କୁନ୍ଦନ ସାହୁ, ୯୪୩୭୩୮୩୦୨୫
ଇନ ଡିଏନଏ – ଆରଟିପିସିଆର/ଆଣ୍ଟିଜେନ – ଅମିତ ରୟ ଚୌଧୁରୀ, ୮୦୫୬୧୬୦୫୯୮
ଜିଇଏନଏକ୍ସ – ଆରଟିପିସିଆର/ଆଣ୍ଟିଜେନ – ଅଜୟ କୁମାର ମହାରଣା, ୮୨୦୮୯୨୩୬୧୦/ ୯୮୬୧୭୧୬୪୪୧
ଆମ୍‌ରି – ଟ୍ରୁଏନାଟ – ଡକ୍ଟର ବିଭୂ ଦତ୍ତ, ୯୪୩୭୦୮୮୧୨୯
ଶ୍ରୀ ହସ୍ପିଟାଲ – ଆଣ୍ଟିଜେନ – ସନ୍ତୋଷ କୁମାର ବେହେରା, ୯୮୬୧୪୪୬୬୫୪
କେୟାର – ଆଣ୍ଟିଜେନ – ଶୁଭଶ୍ରୀ, ୯୪୩୮୪୮୫୮୦୬
ହାଇଟେକ୍ – ଆରଟିପିସିଆର/ଆଣ୍ଟିଜେନ – ଜ୍ୟୋର୍ତିମୟ ପଣ୍ଡା, ୯୦୯୦୯୫୨୪୦୧
କିମ୍‌ସ – ଆରଟିପିସିଆର/ଆଣ୍ଟିଜେନ – ଡକ୍ଟର ଦୀପ୍ତି, ୯୪୩୮୨୩୭୨୯୨
ଆପୋଲୋ – ଆରଟିପିସିଆର – ପଦ୍ମନାଭ ଦଳବେହେରା, ୮୦୯୩୦୬୦୨୬୪
ଇଷ୍ଟ କୋଷ୍ଟ – ଆରଟିପିସିଆର/ଆଣ୍ଟିଜେନ – ଡକ୍ଟର ସନ୍ଧ୍ୟା, ୯୮୬୧୭୧୮୫୫୩
ଜେସନ୍‌ଜଭ୍ ଡାଇଗ୍‌ନୋଷ୍ଟିକ ଏଲଏଲପି – ଆରଟିପିସିଆର/ଆଣ୍ଟିଜେନ – ଶୁଭ୍ରାଂଶୁ ଶେଖର ବିଶ୍ୱାଳ, ୮୧୧୪୯୧୮୮୦୭
ରେଡକ୍ଳିଫ ଲାଇଫ ସାଇନ୍‌ସେସ୍ – ଆରଟିପିସିଆର – ୯୫୫୬୯୧୯୫୮୩

Leave A Reply

Your email address will not be published.