କରୋନା ଚିକିତ୍ସା ପାଇଁ ହସ୍ପିଟାଲର ଜରୁରୀ ନଂ :ଜାଣନ୍ତୁ

0

ଭୁବନେଶ୍ୱର,//ତତ୍କାଳ ଓଡିଶା//

ମହାମାରୀ କରୋନା ସଂକ୍ରମଣ ଯେଉଁ ଭଳି ହୁ ହୁ ହୋଇ ବ୍ୟାପୁଛି ସେଥିପାଇଁ କେବଳ ଜନ ସାଧାରଣ ନୁହେଁ ସରକାର ମଧ୍ୟ ଢେର ଚିନ୍ତିତ I ବିଭିନ୍ନ ସରକାରୀ ଓ ବେସରକାରୀ ହସ୍ପିଟାଲରେ କୋଭିଡ ସଂକ୍ରମିତ ରୋଗୀ ସଂଖ୍ୟା ବଢ଼ିବାରେ ଲାଗିଛି I

ସରକାରୀ ସ୍ୱୀକୃତିପ୍ରାପ୍ତ କିଛି ସରକାରୀ ଓ ବେସରକାରୀ ହସ୍ପିଟାଲର ଜରୁରୀ ଟେଲିଫୋନ ନଂ ଆମେ ଦେଉଛୁ.. ତାହାକୁ ସାଇତି ରଖନ୍ତୁ… ଅନ୍ୟକୁ ଦେବାରେ ସହାୟତା ବି କରନ୍ତୁ…

Leave A Reply

Your email address will not be published.