ଓଲିଉଡ ଅଭିନେତା ରାଇମୋହନଙ୍କ ଆତ୍ମହତ୍ୟା
ଭୁବନେଶ୍ୱର//TATKA LODISHA//
ଓଡ଼ିଆ ଅଭିନେତା ରାଇମୋହନ ପରିଡ଼ା ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ସେ କାହିଁକି, କେଉଁ ପରିସ୍ଥିତିରେ ଓ କିଭଳି ଆତ୍ମହତ୍ୟା କଲେ ତାହା ଉପରେ ତଦନ୍ତ ଚାଲିଛି I
ସ୍ବର୍ଗତ ରାଇମୋହନ ୯୦ରୁ ଅଧିକ ଓଡ଼ିଆ ସିନେମାରେ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ ।
ସେ ମଧ୍ଯ ୧୫ରୁ ଅଧିକ ବଙ୍ଗାଳି ସିନେମା ସହ ୪୦ରୁ ଅଧିକ ମଞ୍ଚ ନାଟକରେ ଅବିନୟ କରିଥିଲେ ।