ଓଡ଼ିଶାରେ ଟମାଟୋ ଫ୍ଲୁ ରୋଗୀ ଚିହ୍ନଟ

0

ଭୁବନେଶ୍ୱର// TATKAL ODISHA //

ହ୍ୟାଣ୍ଡ ଫୁଟ ଆଣ୍ଡ ମାଉଥ ଡିଜିଜ (HFMD) ରୋଗୀ ଓଡ଼ିଶାରେ ଚିହ୍ନଟ
-ସୂଚନା ଦେଲେ ସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ବିଜୟ ମହାପାତ୍ର I


-ଏ ରୋଗକୁ ଆମେ ଟମାଟୋ ଫ୍ଲୁ ନକହି HFMD କହିବା
-36 ସନ୍ଦିଗ୍ଧ HFMD ମାମଲାର ନମୁନା RMRCକୁ ପଠାଯାଇଥିଲା
-ସେଥିମଧ୍ୟରୁ 26 ପଜିଟିଭ ବାହାରିଛନ୍ତି ।

  • ପଜିଟିଭ ନମୁନା ଗୁଡିକୁ ଜିନମ ସିକ୍ୱେନ୍ସିଂ ଲାଗି NIV ପୁନେକୁ ପଠାଯାଇଛି
  • ଅଭିଭାବକ ମାନଙ୍କୁ ପରାମର୍ଶ, ଜ୍ୱର ହେବା, ଭୋକ ନ ଲାଗିବା, ପାଟି ପାଖରେ ଘା ହେବା ଭଳି ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ
  • ପିଲାର ହାଇଡ୍ରେସନ ମେଣ୍ଟେନ ରଖନ୍ତୁ.

Leave A Reply

Your email address will not be published.