ଏ ସପ୍ତାହର ରାଶିଫଳ: ଦେଖନ୍ତୁ ଜ୍ୟୋତିର୍ବିଦ୍ୟାବାରିଧି ଶ୍ରୀଦୋଳଗୋବିନ୍ଦ ପଣ୍ଡାଙ୍କ ଗଣନା
//TATKAL ODISHA//
***************************************
ଏ ସପ୍ତାହର ରାଶିଫଳ
ଶ୍ରୀଦୋଳଗୋବିନ୍ଦ ପଣ୍ଡା, ଜ୍ୟୋତିର୍ବିଦ୍ୟାବାରିଧି
(ଏ ସପ୍ତାହର ରାଶିଫଳ: ୨୮-୦୮-୨୩ ସୋମବାରଠାରୁ ୦୩-୦୯-୨୩ ରବିବାର ପର୍ଯ୍ୟନ୍ତ)
[ଚନ୍ଦ୍ରସ୍ଥିତି: ଚନ୍ଦ୍ର ସୋମବାର ଦିବା ୧୦:୩୮ ପର୍ଯ୍ୟନ୍ତ ଧନୁରେ, ତା’ପରେ ବୁଧବାର ଦିବା ୧୦:୧୮ ପର୍ଯ୍ୟନ୍ତ ମକରରେ, ତା’ପରେ ଶୁକ୍ରବାର ଦିବା ୦୯:୩୭ ପର୍ଯ୍ୟନ୍ତ କୁମ୍ଭରେ, ତା’ପରେ ରବିବାର ଦିବା ୧୦:୩୯ ପର୍ଯ୍ୟନ୍ତ ମୀନରେ ରହି ମେଷକୁ ଚଳିବେ।]
+++++////++++++++++////+++++/////+++++++++
- ମେଷ: ସୋମବାର ଦିବା ୧୦:୩୮ ପର୍ଯ୍ୟନ୍ତ ନବମ ଚନ୍ଦ୍ର ସାଧାରଣତଃ ମିଶ୍ରିତ ଫଳ ଦେଇଥାଏ- ଶୁକ୍ଳପକ୍ଷରେ ଶୁଭ ଓ କୃଷ୍ଣପକ୍ଷରେ ଅଶୁଭ। ଦୂରଯାତ୍ରା ସ୍ପୃହଣୀୟ ନୁହେଁ। ଜପ, ଧ୍ୟାନ ଓ ଅଧ୍ୟୟନ ନିମନ୍ତେ ଦିନଟି ବେଶ୍ ଶୁଭପ୍ରଦ। ତା’ପରେ ବୁଧବାର ଦିବା ୧୦:୧୮ ପର୍ଯ୍ୟନ୍ତ କାର୍ଯ୍ୟସିଦ୍ଧି ହେବ ଓ ମନର ଆଶା ପୂରଣ ହେବ। କାର୍ଯ୍ୟକ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିପାରିବେ। ଶିଳ୍ପୋଦ୍ୟୋଗ ଓ ବ୍ୟବସାୟରେ ସଫଳତା ମିଳିବ। ତା’ପରେ ଶୁକ୍ରବାର ଦିବା ୦୯:୩୭ ପର୍ଯ୍ୟନ୍ତ ମନର ଆଶା ପୂରଣ ହେବ। ବ୍ୟବସାୟ-ବାଣିଜ୍ୟ ଓ ଶିଳ୍ପୋଦ୍ୟୋଗରେ ଲାଭ ଅର୍ଜନ କରିବେ। ଅଟକିରହିଥିବା ଅର୍ଥର ପୁନରାବର୍ତ୍ତନ ଅସମ୍ଭବ ନୁହେଁ। ବନ୍ଧୁ-ପରିଜନରେ ଆନନ୍ଦ ଉପଭୋଗ କରିପାରନ୍ତି। ତା’ପରେ ରବିବାର ଦିବା ୧୦:୩୯ ପର୍ଯ୍ୟନ୍ତ ଦ୍ବାଦଶ ଚନ୍ଦ୍ର କୃଷ୍ଣପକ୍ଷରେ ଶୁଭ ଓ ଶୁକ୍ଳପକ୍ଷରେ ଅଶୁଭ ଫଳଦାୟୀ ହୋଇଥାଏ। ବ୍ୟୟ ଓ ଅର୍ଥହାନି ଘଟିପାରେ। ନୂତନ ଦ୍ରବ୍ୟ କ୍ରୟ ବା ସତ୍ କାର୍ଯ୍ୟରେ ଦାନ କରିପାରନ୍ତି। ଦୂରଯାତ୍ରାର ସୁଯୋଗ ବି ମିଳିପାରେ। ରବିବାରର ଅବଶିଷ୍ଟ ସମୟ ଉତ୍ତମ ପାନ-ଭୋଜନରେ ଆପ୍ୟାୟିତ ହେବେ। ବସ୍ତ୍ର-ଆଭୂଷଣ ପ୍ରାପ୍ତି ଓ ବନ୍ଧୁମିଳନ ଯୋଗ ଅଛି କିନ୍ତୁ କଳହ, ମକଦ୍ଦମା, ଦୂରଯାତ୍ରା, ଯାନବାହନ ଓ ପଶୁକ୍ରୟ ଆଦି ପାଇଁ ସମୟ ଅନୁକୂଳ ନୁହେଁ।
- ବୃଷ: ସୋମବାର ଦିବା ୧୦:୩୮ ପର୍ଯ୍ୟନ୍ତ ଅଷ୍ଟମ ଚନ୍ଦ୍ର ହେତୁ ସାବଧାନତା ଅବଲମ୍ବନୀୟ। ଅବାଞ୍ଛିତ ଘଟଣା, ଅସୁସ୍ଥତା, ମାନସିକ ଅବସାଦ, ପାରିବାରିକ ସମସ୍ୟା ଆଦି ଦେଖାଦେଇପାରେ। କଳହ, ବିବାଦ, ଦୂରଯାତ୍ରା, ମାଲିମକଦ୍ଦମାରୁ ଦୂରରେ ରହନ୍ତୁ। ତା’ପରେ ବୁଧବାର ଦିବା ୧୦:୧୮ ପର୍ଯ୍ୟନ୍ତ ନବମ ଚନ୍ଦ୍ର ସାଧାରଣତଃ ମିଶ୍ରିତ ଫଳ ଦେଇଥାଏ- ଶୁକ୍ଳପକ୍ଷରେ ଶୁଭ ଓ କୃଷ୍ଣପକ୍ଷରେ ଅଶୁଭ। ଦୂରଯାତ୍ରା ସ୍ପୃହଣୀୟ ନୁହେଁ। ଜପ, ଧ୍ୟାନ ଓ ଅଧ୍ୟୟନ ନିମନ୍ତେ ଦିନଟି ବେଶ୍ ଶୁଭପ୍ରଦ। ତା’ପରେ ଶୁକ୍ରବାର ଦିବା ୦୯:୩୭ ପର୍ଯ୍ୟନ୍ତ କାର୍ଯ୍ୟସିଦ୍ଧି ହେବ ଓ ମନର ଆଶା ପୂରଣ ହେବ। କାର୍ଯ୍ୟକ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିପାରିବେ। ଶିଳ୍ପୋଦ୍ୟୋଗ ଓ ବ୍ୟବସାୟରେ ସଫଳତା ମିଳିବ। ତା’ପରେ ରବିବାର ଦିବା ୧୦:୩୯ ପର୍ଯ୍ୟନ୍ତ ମନର ଆଶା ପୂରଣ ହେବ। ବ୍ୟବସାୟ-ବାଣିଜ୍ୟ ଓ ଶିଳ୍ପୋଦ୍ୟୋଗରେ ଲାଭ ଅର୍ଜନ କରିବେ। ଅଟକିରହିଥିବା ଅର୍ଥର ପୁନରାବର୍ତ୍ତନ ଅସମ୍ଭବ ନୁହେଁ। ବନ୍ଧୁ-ପରିଜନରେ ଆନନ୍ଦ ଉପଭୋଗ କରିପାରନ୍ତି। ରବିବାରର ଅବଶିଷ୍ଟ ସମୟ ଦ୍ବାଦଶ ଚନ୍ଦ୍ର କୃଷ୍ଣପକ୍ଷରେ ଶୁଭ ଓ ଶୁକ୍ଳପକ୍ଷରେ ଅଶୁଭ ଫଳଦାୟୀ ହୋଇଥାଏ। ବ୍ୟୟ ଓ ଅର୍ଥହାନି ଘଟିପାରେ। ନୂତନ ଦ୍ରବ୍ୟ କ୍ରୟ ବା ସତ୍ କାର୍ଯ୍ୟରେ ଦାନ କରିପାରନ୍ତି। ଦୂରଯାତ୍ରାର ସୁଯୋଗ ବି ମିଳିପାରେ।
- ମିଥୁନ: ସୋମବାର ଦିବା ୧୦:୩୮ ପର୍ଯ୍ୟନ୍ତ ସୁଖସମ୍ପଦ, ସୁଖାଦ୍ୟ ଭୋଜନ, ବନ୍ଧୁମିଳନ, ଅତିଥିସେବା, ବ୍ୟବସାୟିକ ଉନ୍ନତି ଆଦି ଯୋଗ ଅଛି। ଯେକୌଣସି ସୂତ୍ରରୁ ଅର୍ଥପ୍ରାପ୍ତି ଘଟିପାରେ। ତା’ପରେ ବୁଧବାର ଦିବା ୧୦:୧୮ ପର୍ଯ୍ୟନ୍ତ ଅଷ୍ଟମ ଚନ୍ଦ୍ର ହେତୁ ସାବଧାନତା ଅବଲମ୍ବନୀୟ। ଅବାଞ୍ଛିତ ଘଟଣା, ଅସୁସ୍ଥତା, ମାନସିକ ଅବସାଦ, ପାରିବାରିକ ସମସ୍ୟା ଆଦି ଦେଖାଦେଇପାରେ। କଳହ, ବିବାଦ, ଦୂରଯାତ୍ରା, ମାଲିମକଦ୍ଦମାରୁ ଦୂରରେ ରହନ୍ତୁ। ତା’ପରେ ଶୁକ୍ରବାର ଦିବା ୦୯:୩୭ ପର୍ଯ୍ୟନ୍ତ ନବମ ଚନ୍ଦ୍ର ସାଧାରଣତଃ ମିଶ୍ରିତ ଫଳ ଦେଇଥାଏ- ଶୁକ୍ଳପକ୍ଷରେ ଶୁଭ ଓ କୃଷ୍ଣପକ୍ଷରେ ଅଶୁଭ। ଦୂରଯାତ୍ରା ସ୍ପୃହଣୀୟ ନୁହେଁ। ଜପ, ଧ୍ୟାନ ଓ ଅଧ୍ୟୟନ ନିମନ୍ତେ ଦିନଟି ବେଶ୍ ଶୁଭପ୍ରଦ। ତା’ପରେ ରବିବାର ଦିବା ୧୦:୩୯ ପର୍ଯ୍ୟନ୍ତ କାର୍ଯ୍ୟସିଦ୍ଧି ହେବ ଓ ମନର ଆଶା ପୂରଣ ହେବ। କାର୍ଯ୍ୟକ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିପାରିବେ। ଶିଳ୍ପୋଦ୍ୟୋଗ ଓ ବ୍ୟବସାୟରେ ସଫଳତା ମିଳିବ। ରବିବାରର ଅବଶିଷ୍ଟ ସମୟ ମନର ଆଶା ପୂରଣ ହେବ। ବ୍ୟବସାୟ-ବାଣିଜ୍ୟ ଓ ଶିଳ୍ପୋଦ୍ୟୋଗରେ ଲାଭ ଅର୍ଜନ କରିବେ। ଅଟକିରହିଥିବା ଅର୍ଥର ପୁନରାବର୍ତ୍ତନ ଅସମ୍ଭବ ନୁହେଁ। ବନ୍ଧୁ-ପରିଜନରେ ଆନନ୍ଦ ଉପଭୋଗ କରିପାରନ୍ତି।
- କର୍କଟ: ସୋମବାର ଦିବା ୧୦:୩୮ ପର୍ଯ୍ୟନ୍ତ ଆର୍ଥିକ କାରବାରରେ ଲାଭ ମିଳିବ। ରୋଗମୁକ୍ତି, ଋଣ ସୂତ୍ରରେ ବା ବକେୟା ଅର୍ଥ ପ୍ରାପ୍ତି ଆଦି ଘଟିପାରେ। ମୋଟାମୋଟି ଦିନଟି ଭଲରେ କଟିବ। ତା’ପରେ ବୁଧବାର ଦିବା ୧୦:୧୮ ପର୍ଯ୍ୟନ୍ତ ସୁଖସମ୍ପଦ, ସୁଖାଦ୍ୟ ଭୋଜନ, ବନ୍ଧୁମିଳନ, ଅତିଥିସେବା, ବ୍ୟବସାୟିକ ଉନ୍ନତି ଆଦି ଯୋଗ ଅଛି। ଯେକୌଣସି ସୂତ୍ରରୁ ଅର୍ଥପ୍ରାପ୍ତି ଘଟିପାରେ। ତା’ପରେ ଶୁକ୍ରବାର ଦିବା ୦୯:୩୭ ପର୍ଯ୍ୟନ୍ତ ଅଷ୍ଟମ ଚନ୍ଦ୍ର ହେତୁ ସାବଧାନତା ଅବଲମ୍ବନୀୟ। ଅବାଞ୍ଛିତ ଘଟଣା, ଅସୁସ୍ଥତା, ମାନସିକ ଅବସାଦ, ପାରିବାରିକ ସମସ୍ୟା ଆଦି ଦେଖାଦେଇପାରେ। କଳହ, ବିବାଦ, ଦୂରଯାତ୍ରା, ମାଲିମକଦ୍ଦମାରୁ ଦୂରରେ ରହନ୍ତୁ। ତା’ପରେ ରବିବାର ଦିବା ୧୦:୩୯ ପର୍ଯ୍ୟନ୍ତ ନବମ ଚନ୍ଦ୍ର ସାଧାରଣତଃ ମିଶ୍ରିତ ଫଳ ଦେଇଥାଏ- ଶୁକ୍ଳପକ୍ଷରେ ଶୁଭ ଓ କୃଷ୍ଣପକ୍ଷରେ ଅଶୁଭ। ଦୂରଯାତ୍ରା ସ୍ପୃହଣୀୟ ନୁହେଁ। ଜପ, ଧ୍ୟାନ ଓ ଅଧ୍ୟୟନ ନିମନ୍ତେ ଦିନଟି ବେଶ୍ ଶୁଭପ୍ରଦ। ରବିବାରର ଅବଶିଷ୍ଟ ସମୟ କାର୍ଯ୍ୟସିଦ୍ଧି ହେବ ଓ ମନର ଆଶା ପୂରଣ ହେବ। କାର୍ଯ୍ୟକ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିପାରିବେ। ଶିଳ୍ପୋଦ୍ୟୋଗ ଓ ବ୍ୟବସାୟରେ ସଫଳତା ମିଳିବ।
- ସିଂହ: ସୋମବାର ଦିବା ୧୦:୩୮ ପର୍ଯ୍ୟନ୍ତ ପଞ୍ଚମ ଚନ୍ଦ୍ର ସାଧାରଣତଃ ମିଶ୍ରିତ ଫଳ ଦେଇଥାଏ- କୃଷ୍ଣପକ୍ଷରେ ଅଶୁଭ ଓ ଶୁକ୍ଳପକ୍ଷରେ ଶୁଭ। ଇଷ୍ଟ ମନନଶୀଳ ରହିଲେ ସବୁ ପ୍ରକାର ଅଶୁଭତ୍ବ ଦୂର ହୋଇପାରିବ। ଆଜିର ଦିନଟି ଜ୍ଞାନାର୍ଜନ ଓ ଶାସ୍ତ୍ରଚର୍ଚ୍ଚା ପାଇଁ ଶୁଭପ୍ରଦ। ତା’ପରେ ବୁଧବାର ଦିବା ୧୦:୧୮ ପର୍ଯ୍ୟନ୍ତ ଆର୍ଥିକ କାରବାରରେ ଲାଭ ମିଳିବ। ରୋଗମୁକ୍ତି, ଋଣ ସୂତ୍ରରେ ବା ବକେୟା ଅର୍ଥ ପ୍ରାପ୍ତି ଆଦି ଘଟିପାରେ। ମୋଟାମୋଟି ଦିନଟି ଭଲରେ କଟିବ। ତା’ପରେ ଶୁକ୍ରବାର ଦିବା ୦୯:୩୭ ପର୍ଯ୍ୟନ୍ତ ସୁଖସମ୍ପଦ, ସୁଖାଦ୍ୟ ଭୋଜନ, ବନ୍ଧୁମିଳନ, ଅତିଥିସେବା, ବ୍ୟବସାୟିକ ଉନ୍ନତି ଆଦି ଯୋଗ ଅଛି। ଯେକୌଣସି ସୂତ୍ରରୁ ଅର୍ଥପ୍ରାପ୍ତି ଘଟିପାରେ। ତା’ପରେ ରବିବାର ଦିବା ୧୦:୩୯ ପର୍ଯ୍ୟନ୍ତ ଅଷ୍ଟମ ଚନ୍ଦ୍ର ହେତୁ ସାବଧାନତା ଅବଲମ୍ବନୀୟ। ଅବାଞ୍ଛିତ ଘଟଣା, ଅସୁସ୍ଥତା, ମାନସିକ ଅବସାଦ, ପାରିବାରିକ ସମସ୍ୟା ଆଦି ଦେଖାଦେଇପାରେ। କଳହ, ବିବାଦ, ଦୂରଯାତ୍ରା, ମାଲିମକଦ୍ଦମାରୁ ଦୂରରେ ରହନ୍ତୁ। ରବିବାରର ଅବଶିଷ୍ଟ ସମୟ ନବମ ଚନ୍ଦ୍ର ସାଧାରଣତଃ ମିଶ୍ରିତ ଫଳ ଦେଇଥାଏ- ଶୁକ୍ଳପକ୍ଷରେ ଶୁଭ ଓ କୃଷ୍ଣପକ୍ଷରେ ଅଶୁଭ। ଦୂରଯାତ୍ରା ସ୍ପୃହଣୀୟ ନୁହେଁ। ଜପ, ଧ୍ୟାନ ଓ ଅଧ୍ୟୟନ ନିମନ୍ତେ ଦିନଟି ବେଶ୍ ଶୁଭପ୍ରଦ।
- କନ୍ୟା: ସୋମବାର ଦିବା ୧୦:୩୮ ପର୍ଯ୍ୟନ୍ତ ଚତୁର୍ଥ ଚନ୍ଦ୍ର ସାଧାରଣତଃ ମିଶ୍ରିତ ଫଳ ଦେଇଥାଏ- କୃଷ୍ଣପକ୍ଷରେ ଶୁଭ ଓ ଶୁକ୍ଳପକ୍ଷରେ ଅଶୁଭ। ତେବେ ସତ୍କର୍ମକାରୀଙ୍କ ପାଇଁ ଭୟର କାରଣ ନାହିଁ। ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ଜ୍ୟୋତିଷିକ ପରାମର୍ଶ ନେବା ବିଧେୟ। ତା’ପରେ ବୁଧବାର ଦିବା ୧୦:୧୮ ପର୍ଯ୍ୟନ୍ତ ପଞ୍ଚମ ଚନ୍ଦ୍ର ସାଧାରଣତଃ ମିଶ୍ରିତ ଫଳ ଦେଇଥାଏ- କୃଷ୍ଣପକ୍ଷରେ ଅଶୁଭ ଓ ଶୁକ୍ଳପକ୍ଷରେ ଶୁଭ। ଇଷ୍ଟ ମନନଶୀଳ ରହିଲେ ସବୁ ପ୍ରକାର ଅଶୁଭତ୍ବ ଦୂର ହୋଇପାରିବ। ଆଜିର ଦିନଟି ଜ୍ଞାନାର୍ଜନ ଓ ଶାସ୍ତ୍ରଚର୍ଚ୍ଚା ପାଇଁ ଶୁଭପ୍ରଦ। ତା’ପରେ ଶୁକ୍ରବାର ଦିବା ୦୯:୩୭ ପର୍ଯ୍ୟନ୍ତ ଆର୍ଥିକ କାରବାରରେ ଲାଭ ମିଳିବ। ରୋଗମୁକ୍ତି, ଋଣ ସୂତ୍ରରେ ବା ବକେୟା ଅର୍ଥ ପ୍ରାପ୍ତି ଆଦି ଘଟିପାରେ। ମୋଟାମୋଟି ଦିନଟି ଭଲରେ କଟିବ। ତା’ପରେ ରବିବାର ଦିବା ୧୦:୩୯ ପର୍ଯ୍ୟନ୍ତ ସୁଖସମ୍ପଦ, ସୁଖାଦ୍ୟ ଭୋଜନ, ବନ୍ଧୁମିଳନ, ଅତିଥିସେବା, ବ୍ୟବସାୟିକ ଉନ୍ନତି ଆଦି ଯୋଗ ଅଛି। ଯେକୌଣସି ସୂତ୍ରରୁ ଅର୍ଥପ୍ରାପ୍ତି ଘଟିପାରେ। ରବିବାରର ଅବଶିଷ୍ଟ ସମୟ ଅଷ୍ଟମ ଚନ୍ଦ୍ର ହେତୁ ସାବଧାନତା ଅବଲମ୍ବନୀୟ। ଅବାଞ୍ଛିତ ଘଟଣା, ଅସୁସ୍ଥତା, ମାନସିକ ଅବସାଦ, ପାରିବାରିକ ସମସ୍ୟା ଆଦି ଦେଖାଦେଇପାରେ। କଳହ, ବିବାଦ, ଦୂରଯାତ୍ରା, ମାଲିମକଦ୍ଦମାରୁ ଦୂରରେ ରହନ୍ତୁ।
- ତୁଳା: ସୋମବାର ଦିବା ୧୦:୩୮ ପର୍ଯ୍ୟନ୍ତ କାର୍ଯ୍ୟରେ ସଫଳତା ମିଳିବ। ବନ୍ଧୁ ମିଳନ ଘଟିପାରେ। ଉତ୍ତମ ପାନଭୋଜନ ଓ ବସ୍ତ୍ର-ଆଭୂଷଣରେ ସୁଖୀ ହେବେ। ବ୍ୟବସାୟରେ ଉନ୍ନତି, ଅଳ୍ପଦୂର ଯାତ୍ରା ଓ ବକେୟା ଅର୍ଥଲାଭ ଯୋଗ ଅଛି। ତା’ପରେ ବୁଧବାର ଦିବା ୧୦:୧୮ ପର୍ଯ୍ୟନ୍ତ ଚତୁର୍ଥ ଚନ୍ଦ୍ର ସାଧାରଣତଃ ମିଶ୍ରିତ ଫଳ ଦେଇଥାଏ- କୃଷ୍ଣପକ୍ଷରେ ଶୁଭ ଓ ଶୁକ୍ଳପକ୍ଷରେ ଅଶୁଭ। ତେବେ ସତ୍କର୍ମକାରୀଙ୍କ ପାଇଁ ଭୟର କାରଣ ନାହିଁ। ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ଜ୍ୟୋତିଷିକ ପରାମର୍ଶ ନେବା ବିଧେୟ। ତା’ପରେ ଶୁକ୍ରବାର ଦିବା ୦୯:୩୭ ପର୍ଯ୍ୟନ୍ତ ପଞ୍ଚମ ଚନ୍ଦ୍ର ସାଧାରଣତଃ ମିଶ୍ରିତ ଫଳ ଦେଇଥାଏ- କୃଷ୍ଣପକ୍ଷରେ ଅଶୁଭ ଓ ଶୁକ୍ଳପକ୍ଷରେ ଶୁଭ। ଇଷ୍ଟ ମନନଶୀଳ ରହିଲେ ସବୁ ପ୍ରକାର ଅଶୁଭତ୍ବ ଦୂର ହୋଇପାରିବ। ଆଜିର ଦିନଟି ଜ୍ଞାନାର୍ଜନ ଓ ଶାସ୍ତ୍ରଚର୍ଚ୍ଚା ପାଇଁ ଶୁଭପ୍ରଦ। ତା’ପରେ ରବିବାର ଦିବା ୧୦:୩୯ ପର୍ଯ୍ୟନ୍ତ ଆର୍ଥିକ କାରବାରରେ ଲାଭ ମିଳିବ। ରୋଗମୁକ୍ତି, ଋଣ ସୂତ୍ରରେ ବା ବକେୟା ଅର୍ଥ ପ୍ରାପ୍ତି ଆଦି ଘଟିପାରେ। ମୋଟାମୋଟି ଦିନଟି ଭଲରେ କଟିବ। ରବିବାରର ଅବଶିଷ୍ଟ ସମୟ ସୁଖସମ୍ପଦ, ସୁଖାଦ୍ୟ ଭୋଜନ, ବନ୍ଧୁମିଳନ, ଅତିଥିସେବା, ବ୍ୟବସାୟିକ ଉନ୍ନତି ଆଦି ଯୋଗ ଅଛି। ଯେକୌଣସି ସୂତ୍ରରୁ ଅର୍ଥପ୍ରାପ୍ତି ଘଟିପାରେ।
ବିଛା: ସୋମବାର ଦିବା ୧୦:୩୮ ପର୍ଯ୍ୟନ୍ତ ଆର୍ଥିକ ଦିଗ ଭଲ ରହିବ। କର୍ମ ଅନୁଯାୟୀ ଶୁଭାଶୁଭ ଫଳ ମିଳିବ। ସତ୍ଚିନ୍ତା ଓ ସତ୍କର୍ମରେ ନିବିଷ୍ଟ ରହିବା ଆବଶ୍ୟକ। ବଚନେ କା ଦରିଦ୍ରତା ନୀତି ଅବଲମ୍ବନ କରନ୍ତୁ। ସାତ୍ତ୍ବିକ ଆହାର ଗ୍ରହଣ ଦିଅନ୍ତୁ। ତା’ପରେ ବୁଧବାର ଦିବା ୧୦:୧୮ ପର୍ଯ୍ୟନ୍ତ କାର୍ଯ୍ୟରେ ସଫଳତା ମିଳିବ। ବନ୍ଧୁ ମିଳନ ଘଟିପାରେ। ଉତ୍ତମ ପାନଭୋଜନ ଓ ବସ୍ତ୍ର-ଆଭୂଷଣରେ ସୁଖୀ ହେବେ। ବ୍ୟବସାୟରେ ଉନ୍ନତି, ଅଳ୍ପଦୂର ଯାତ୍ରା ଓ ବକେୟା ଅର୍ଥଲାଭ ଯୋଗ ଅଛି। ତା’ପରେ ଶୁକ୍ରବାର ଦିବା ୦୯:୩୭ ପର୍ଯ୍ୟନ୍ତ ଚତୁର୍ଥ ଚନ୍ଦ୍ର ସାଧାରଣତଃ ମିଶ୍ରିତ ଫଳ ଦେଇଥାଏ- କୃଷ୍ଣପକ୍ଷରେ ଶୁଭ ଓ ଶୁକ୍ଳପକ୍ଷରେ ଅଶୁଭ। ତେବେ ସତ୍କର୍ମକାରୀଙ୍କ ପାଇଁ ଭୟର କାରଣ ନାହିଁ। ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ଜ୍ୟୋତିଷିକ ପରାମର୍ଶ ନେବା ବିଧେୟ। ତା’ପରେ ରବିବାର ଦିବା ୧୦:୩୯ ପର୍ଯ୍ୟନ୍ତ ପଞ୍ଚମ ଚନ୍ଦ୍ର ସାଧାରଣତଃ ମିଶ୍ରିତ ଫଳ ଦେଇଥାଏ- କୃଷ୍ଣପକ୍ଷରେ ଅଶୁଭ ଓ ଶୁକ୍ଳପକ୍ଷରେ ଶୁଭ। ଇଷ୍ଟ ମନନଶୀଳ ରହିଲେ ସବୁ ପ୍ରକାର ଅଶୁଭତ୍ବ ଦୂର ହୋଇପାରିବ। ଆଜିର ଦିନଟି ଜ୍ଞାନାର୍ଜନ ଓ ଶାସ୍ତ୍ରଚର୍ଚ୍ଚା ପାଇଁ ଶୁଭପ୍ରଦ। ରବିବାରର ଅବଶିଷ୍ଟ ସମୟ ଆର୍ଥିକ କାରବାରରେ ଲାଭ ମିଳିବ। ରୋଗମୁକ୍ତି, ଋଣ ସୂତ୍ରରେ ବା ବକେୟା ଅର୍ଥ ପ୍ରାପ୍ତି ଆଦି ଘଟିପାରେ। ମୋଟାମୋଟି ଦିନଟି ଭଲରେ କଟିବ। - ଧନୁ: ସୋମବାର ଦିବା ୧୦:୩୮ ପର୍ଯ୍ୟନ୍ତ ଉତ୍ତମ ପାନ-ଭୋଜନରେ ଆପ୍ୟାୟିତ ହେବେ। ବସ୍ତ୍ର-ଆଭୂଷଣ ପ୍ରାପ୍ତି ଓ ବନ୍ଧୁମିଳନ ଯୋଗ ଅଛି କିନ୍ତୁ କଳହ, ମକଦ୍ଦମା, ଦୂରଯାତ୍ରା, ଯାନବାହନ ଓ ପଶୁକ୍ରୟ ଆଦି ପାଇଁ ସମୟ ଅନୁକୂଳ ନୁହେଁ। ତା’ପରେ ବୁଧବାର ଦିବା ୧୦:୧୮ ପର୍ଯ୍ୟନ୍ତ ଆର୍ଥିକ ଦିଗ ଭଲ ରହିବ। କର୍ମ ଅନୁଯାୟୀ ଶୁଭାଶୁଭ ଫଳ ମିଳିବ। ସତ୍ଚିନ୍ତା ଓ ସତ୍କର୍ମରେ ନିବିଷ୍ଟ ରହିବା ଆବଶ୍ୟକ। ବଚନେ କା ଦରିଦ୍ରତା ନୀତି ଅବଲମ୍ବନ କରନ୍ତୁ। ସାତ୍ତ୍ବିକ ଆହାର ଗ୍ରହଣ ଦିଅନ୍ତୁ। ତା’ପରେ ଶୁକ୍ରବାର ଦିବା ୦୯:୩୭ ପର୍ଯ୍ୟନ୍ତ କାର୍ଯ୍ୟରେ ସଫଳତା ମିଳିବ। ବନ୍ଧୁ ମିଳନ ଘଟିପାରେ। ଉତ୍ତମ ପାନଭୋଜନ ଓ ବସ୍ତ୍ର-ଆଭୂଷଣରେ ସୁଖୀ ହେବେ। ବ୍ୟବସାୟରେ ଉନ୍ନତି, ଅଳ୍ପଦୂର ଯାତ୍ରା ଓ ବକେୟା ଅର୍ଥଲାଭ ଯୋଗ ଅଛି। ତା’ପରେ ରବିବାର ଦିବା ୧୦:୩୯ ପର୍ଯ୍ୟନ୍ତ ଚତୁର୍ଥ ଚନ୍ଦ୍ର ସାଧାରଣତଃ ମିଶ୍ରିତ ଫଳ ଦେଇଥାଏ- କୃଷ୍ଣପକ୍ଷରେ ଶୁଭ ଓ ଶୁକ୍ଳପକ୍ଷରେ ଅଶୁଭ। ତେବେ ସତ୍କର୍ମକାରୀଙ୍କ ପାଇଁ ଭୟର କାରଣ ନାହିଁ। ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ଜ୍ୟୋତିଷିକ ପରାମର୍ଶ ନେବା ବିଧେୟ। ରବିବାରର ଅବଶିଷ୍ଟ ସମୟ ପଞ୍ଚମ ଚନ୍ଦ୍ର ସାଧାରଣତଃ ମିଶ୍ରିତ ଫଳ ଦେଇଥାଏ- କୃଷ୍ଣପକ୍ଷରେ ଅଶୁଭ ଓ ଶୁକ୍ଳପକ୍ଷରେ ଶୁଭ। ଇଷ୍ଟ ମନନଶୀଳ ରହିଲେ ସବୁ ପ୍ରକାର ଅଶୁଭତ୍ବ ଦୂର ହୋଇପାରିବ। ଆଜିର ଦିନଟି ଜ୍ଞାନାର୍ଜନ ଓ ଶାସ୍ତ୍ରଚର୍ଚ୍ଚା ପାଇଁ ଶୁଭପ୍ରଦ।
- ମକର: ସୋମବାର ଦିବା ୧୦:୩୮ ପର୍ଯ୍ୟନ୍ତ ଦ୍ବାଦଶ ଚନ୍ଦ୍ର କୃଷ୍ଣପକ୍ଷରେ ଶୁଭ ଓ ଶୁକ୍ଳପକ୍ଷରେ ଅଶୁଭ ଫଳଦାୟୀ ହୋଇଥାଏ। ବ୍ୟୟ ଓ ଅର୍ଥହାନି ଘଟିପାରେ। ନୂତନ ଦ୍ରବ୍ୟ କ୍ରୟ ବା ସତ୍ କାର୍ଯ୍ୟରେ ଦାନ କରିପାରନ୍ତି। ଦୂରଯାତ୍ରାର ସୁଯୋଗ ବି ମିଳିପାରେ। ତା’ପରେ ବୁଧବାର ଦିବା ୧୦:୧୮ ପର୍ଯ୍ୟନ୍ତ ଉତ୍ତମ ପାନ-ଭୋଜନରେ ଆପ୍ୟାୟିତ ହେବେ। ବସ୍ତ୍ର-ଆଭୂଷଣ ପ୍ରାପ୍ତି ଓ ବନ୍ଧୁମିଳନ ଯୋଗ ଅଛି କିନ୍ତୁ କଳହ, ମକଦ୍ଦମା, ଦୂରଯାତ୍ରା, ଯାନବାହନ ଓ ପଶୁକ୍ରୟ ଆଦି ପାଇଁ ସମୟ ଅନୁକୂଳ ନୁହେଁ। ତା’ପରେ ଶୁକ୍ରବାର ଦିବା ୦୯:୩୭ ପର୍ଯ୍ୟନ୍ତ ଆର୍ଥିକ ଦିଗ ଭଲ ରହିବ। କର୍ମ ଅନୁଯାୟୀ ଶୁଭାଶୁଭ ଫଳ ମିଳିବ। ସତ୍ଚିନ୍ତା ଓ ସତ୍କର୍ମରେ ନିବିଷ୍ଟ ରହିବା ଆବଶ୍ୟକ। ବଚନେ କା ଦରିଦ୍ରତା ନୀତି ଅବଲମ୍ବନ କରନ୍ତୁ। ସାତ୍ତ୍ବିକ ଆହାର ଗ୍ରହଣ ଦିଅନ୍ତୁ। ତା’ପରେ ରବିବାର ଦିବା ୧୦:୩୯ ପର୍ଯ୍ୟନ୍ତ କାର୍ଯ୍ୟରେ ସଫଳତା ମିଳିବ। ବନ୍ଧୁ ମିଳନ ଘଟିପାରେ। ଉତ୍ତମ ପାନଭୋଜନ ଓ ବସ୍ତ୍ର-ଆଭୂଷଣରେ ସୁଖୀ ହେବେ। ବ୍ୟବସାୟରେ ଉନ୍ନତି, ଅଳ୍ପଦୂର ଯାତ୍ରା ଓ ବକେୟା ଅର୍ଥଲାଭ ଯୋଗ ଅଛି। ରବିବାରର ଅବଶିଷ୍ଟ ସମୟ ଚତୁର୍ଥ ଚନ୍ଦ୍ର ସାଧାରଣତଃ ମିଶ୍ରିତ ଫଳ ଦେଇଥାଏ- କୃଷ୍ଣପକ୍ଷରେ ଶୁଭ ଓ ଶୁକ୍ଳପକ୍ଷରେ ଅଶୁଭ। ତେବେ ସତ୍କର୍ମକାରୀଙ୍କ ପାଇଁ ଭୟର କାରଣ ନାହିଁ। ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ଜ୍ୟୋତିଷିକ ପରାମର୍ଶ ନେବା ବିଧେୟ।
- କୁମ୍ଭ: ସୋମବାର ଦିବା ୧୦:୩୮ ପର୍ଯ୍ୟନ୍ତ ମନର ଆଶା ପୂରଣ ହେବ। ବ୍ୟବସାୟ-ବାଣିଜ୍ୟ ଓ ଶିଳ୍ପୋଦ୍ୟୋଗରେ ଲାଭ ଅର୍ଜନ କରିବେ। ଅଟକିରହିଥିବା ଅର୍ଥର ପୁନରାବର୍ତ୍ତନ ଅସମ୍ଭବ ନୁହେଁ। ବନ୍ଧୁ-ପରିଜନରେ ଆନନ୍ଦ ଉପଭୋଗ କରିପାରନ୍ତି। ତା’ପରେ ବୁଧବାର ଦିବା ୧୦:୧୮ ପର୍ଯ୍ୟନ୍ତ ଦ୍ବାଦଶ ଚନ୍ଦ୍ର କୃଷ୍ଣପକ୍ଷରେ ଶୁଭ ଓ ଶୁକ୍ଳପକ୍ଷରେ ଅଶୁଭ ଫଳଦାୟୀ ହୋଇଥାଏ। ବ୍ୟୟ ଓ ଅର୍ଥହାନି ଘଟିପାରେ। ନୂତନ ଦ୍ରବ୍ୟ କ୍ରୟ ବା ସତ୍ କାର୍ଯ୍ୟରେ ଦାନ କରିପାରନ୍ତି। ଦୂରଯାତ୍ରାର ସୁଯୋଗ ବି ମିଳିପାରେ। ତା’ପରେ ଶୁକ୍ରବାର ଦିବା ୦୯:୩୭ ପର୍ଯ୍ୟନ୍ତ ଉତ୍ତମ ପାନ-ଭୋଜନରେ ଆପ୍ୟାୟିତ ହେବେ। ବସ୍ତ୍ର-ଆଭୂଷଣ ପ୍ରାପ୍ତି ଓ ବନ୍ଧୁମିଳନ ଯୋଗ ଅଛି କିନ୍ତୁ କଳହ, ମକଦ୍ଦମା, ଦୂରଯାତ୍ରା, ଯାନବାହନ ଓ ପଶୁକ୍ରୟ ଆଦି ପାଇଁ ସମୟ ଅନୁକୂଳ ନୁହେଁ। ତା’ପରେ ରବିବାର ଦିବା ୧୦:୩୯ ପର୍ଯ୍ୟନ୍ତ ଆର୍ଥିକ ଦିଗ ଭଲ ରହିବ। କର୍ମ ଅନୁଯାୟୀ ଶୁଭାଶୁଭ ଫଳ ମିଳିବ। ସତ୍ଚିନ୍ତା ଓ ସତ୍କର୍ମରେ ନିବିଷ୍ଟ ରହିବା ଆବଶ୍ୟକ। ବଚନେ କା ଦରିଦ୍ରତା ନୀତି ଅବଲମ୍ବନ କରନ୍ତୁ। ସାତ୍ତ୍ବିକ ଆହାର ଗ୍ରହଣ ଦିଅନ୍ତୁ। ରବିବାରର ଅବଶିଷ୍ଟ ସମୟ କାର୍ଯ୍ୟରେ ସଫଳତା ମିଳିବ। ବନ୍ଧୁ ମିଳନ ଘଟିପାରେ। ଉତ୍ତମ ପାନଭୋଜନ ଓ ବସ୍ତ୍ର-ଆଭୂଷଣରେ ସୁଖୀ ହେବେ। ବ୍ୟବସାୟରେ ଉନ୍ନତି, ଅଳ୍ପଦୂର ଯାତ୍ରା ଓ ବକେୟା ଅର୍ଥଲାଭ ଯୋଗ ଅଛି।
- ମୀନ: ସୋମବାର ଦିବା ୧୦:୩୮ ପର୍ଯ୍ୟନ୍ତ କାର୍ଯ୍ୟସିଦ୍ଧି ହେବ ଓ ମନର ଆଶା ପୂରଣ ହେବ। କାର୍ଯ୍ୟକ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିପାରିବେ। ଶିଳ୍ପୋଦ୍ୟୋଗ ଓ ବ୍ୟବସାୟରେ ସଫଳତା ମିଳିବ। ତା’ପରେ ବୁଧବାର ଦିବା ୧୦:୧୮ ପର୍ଯ୍ୟନ୍ତ ମନର ଆଶା ପୂରଣ ହେବ। ବ୍ୟବସାୟ-ବାଣିଜ୍ୟ ଓ ଶିଳ୍ପୋଦ୍ୟୋଗରେ ଲାଭ ଅର୍ଜନ କରିବେ। ଅଟକିରହିଥିବା ଅର୍ଥର ପୁନରାବର୍ତ୍ତନ ଅସମ୍ଭବ ନୁହେଁ। ବନ୍ଧୁ-ପରିଜନରେ ଆନନ୍ଦ ଉପଭୋଗ କରିପାରନ୍ତି। ତା’ପରେ ଶୁକ୍ରବାର ଦିବା ୦୯:୩୭ ପର୍ଯ୍ୟନ୍ତ ଦ୍ବାଦଶ ଚନ୍ଦ୍ର କୃଷ୍ଣପକ୍ଷରେ ଶୁଭ ଓ ଶୁକ୍ଳପକ୍ଷରେ ଅଶୁଭ ଫଳଦାୟୀ ହୋଇଥାଏ। ବ୍ୟୟ ଓ ଅର୍ଥହାନି ଘଟିପାରେ। ନୂତନ ଦ୍ରବ୍ୟ କ୍ରୟ ବା ସତ୍ କାର୍ଯ୍ୟରେ ଦାନ କରିପାରନ୍ତି। ଦୂରଯାତ୍ରାର ସୁଯୋଗ ବି ମିଳିପାରେ। ତା’ପରେ ରବିବାର ଦିବା ୧୦:୩୯ ପର୍ଯ୍ୟନ୍ତ ଉତ୍ତମ ପାନ-ଭୋଜନରେ ଆପ୍ୟାୟିତ ହେବେ। ବସ୍ତ୍ର-ଆଭୂଷଣ ପ୍ରାପ୍ତି ଓ ବନ୍ଧୁମିଳନ ଯୋଗ ଅଛି କିନ୍ତୁ କଳହ, ମକଦ୍ଦମା, ଦୂରଯାତ୍ରା, ଯାନବାହନ ଓ ପଶୁକ୍ରୟ ଆଦି ପାଇଁ ସମୟ ଅନୁକୂଳ ନୁହେଁ। ରବିବାରର ଅବଶିଷ୍ଟ ସମୟ ଆର୍ଥିକ ଦିଗ ଭଲ ରହିବ। କର୍ମ ଅନୁଯାୟୀ ଶୁଭାଶୁଭ ଫଳ ମିଳିବ। ସତ୍ଚିନ୍ତା ଓ ସତ୍କର୍ମରେ ନିବିଷ୍ଟ ରହିବା ଆବଶ୍ୟକ। ବଚନେ କା ଦରିଦ୍ରତା ନୀତି ଅବଲମ୍ବନ କରନ୍ତୁ। ସାତ୍ତ୍ବିକ ଆହାର ଗ୍ରହଣ ଦିଅନ୍ତୁ।
ଜ୍ୟୋତିର୍ବିଦ୍ ଶ୍ରୀଦୋଳଗୋବିନ୍ଦ ପଣ୍ଡା, ଜ୍ୟୋତିର୍ବିଦ୍ୟାବାରିଧି, ଗଣକ, ସାମନ୍ତ ଚନ୍ଦ୍ରଶେଖର ପଞ୍ଜିକା, ପ୍ଲଟ୍ ୪୫୦/୩୨୭୪- ତୃତୀୟ ମହଲା, ଶକ୍ତିନଗର, ଶିଶୁପାଳଗଡ଼, ଭୁବନେଶ୍ବର, ମୋ- ୭୦୦୮୯୬୦୫୦୨, ୯୪୩୮୨୯୬୧୩୮, ଇମେଲ: dolagovinda@gmail.com