ଏପ୍ରିଲ ୧୯: ବଡ଼ ଧମାକା ଅପେକ୍ଷାରେ ବିଜେଡି?

ଭୁବନେଶ୍ୱର,//TATKAL ODISHA// କ୍ଷମତାରେ ନ ଥାଇ ବି ବିଜେଡି ରାଜନୀତିରେ ଘଡିକେ ଘୋଡ଼ା ଛୋଟୁଛି I କେତେବେଳେ କ’ଣ ହେବ ଓ କେଉଁ ଦିଗକୁ ଗତି କରିବ କହିବା ମୁସ୍କିଲ I ଏପ୍ରିଲ ୧୯ ପରେ ସବୁ ପ୍ରଶ୍ନର ଉତ୍ତର ମିଳିଯିବ I ବିଜେଡିରେ ହେବ ବଡ଼ ପରିବର୍ତ୍ତନ I ନୂଆ ସଭାପତିଙ୍କ ନାଁ ଘୋଷଣା ହେବ I ବିଜୁ ପଟ୍ଟନାୟକ ତିରୋଧାନ ଦିବସରେ ନାମାଙ୍କନ ଦାଖଲ ସରିବ। ଏପ୍ରିଲ ୧୯ରେ ବିଜେଡି ସଭାପତି ନିର୍ବାଚନ। ନାମାଙ୍କନ … Continue reading ଏପ୍ରିଲ ୧୯: ବଡ଼ ଧମାକା ଅପେକ୍ଷାରେ ବିଜେଡି?