ଆର କେ ଶର୍ମା ନୂଆ ସ୍ୱାସ୍ଥ୍ୟ ସଚିବ

0

ଭୁବନେଶ୍ୱର//TATKAL ODISHA//

ବରଷ୍ଠ ଆଇଏଏସ ରାଜ କୁମାର ଶର୍ମା ନୂଆ ସ୍ୱାସ୍ଥ୍ୟ ସଚିବ ଭାବେ ନିଯୁକ୍ତି ପାଇଛନ୍ତି I ସେ ନିଜ ଦାୟିତ୍ୱ ସହ ସ୍ୱାସ୍ଥ୍ୟ ବିଭାଗରେ ଅତିରିକ୍ତ ଦାୟିତ୍ୱ ତୁଲାଇବେ I କାରଣ ଏହି ପଦବୀରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର 28 ଦିନ ଇଏଲ ଛୁଟିରେ ଯାଇଛନ୍ତି I

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି..

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି I

  • ପଢ଼ନ୍ତୁ TATKALODISHAର ପୂର୍ବ ରିପୋର୍ଟ…

ଛୁଟିରେ ଗଲେ ଆଏଏଏସ ପ୍ରଦୀପ୍ତ ମହାପାତ୍ର

ଛୁଟିରେ ଗଲେ ପ୍ରଦୀପ୍ତ ମହାପାତ୍ର

Leave A Reply

Your email address will not be published.