ଆନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଭାଗ ନେବନାହିଁ ଓଡ଼ିଶା?

0
  • ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀ ପାରେଡରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ଅଂଶ ଗ୍ରହଣ କରିବ !
  • ନୂଆଦିଲ୍ଲୀ, ଭୁବନେଶ୍ୱର//TATKAL ODISHA//


ଚଳିତ ବର୍ଷ ନଭେମ୍ବର ମାସରେ ଦିଲ୍ଲୀଠାରେ ଅନୁଷ୍ଠିତ ହେବାକୁ ଥିବା ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡିଶା ଭାଗ ନେବ ନାହିଁ? କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆ ଯାଇଥିବା ଜଣାପଡ଼ିଛି ।


  ଅଥଚ ଆସନ୍ତା ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀ ପାରେଡରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ଅଂଶ ଗ୍ରହଣ କରିବ I ଏହି ସୂଚନା ନୂଆଦିଲ୍ଲୀରୁ ଏକ ନିର୍ଭର ଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି I

ଏନେଇ ବିଭାଗୀୟ ଉଚ୍ଚ କର୍ତୃପକ୍ଷ କହିଛନ୍ତି ଯେ, “କୋଭିଡ ସଂକ୍ରମଣ କାରଣରୁ ସବୁଠି କଟକଣା ରହୁଛି I ତେବେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶା ଭାଗ ନେବ କି ନାହିଁ ତାହା ବୁଝିବାକୁ ହେବ I ବୁଝିଲେ ଜଣାଇବି I ” 

Leave A Reply

Your email address will not be published.