ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜରେ ଭୁକମ୍ପ
ନୂଆଦିଲ୍ଲୀ//TATKAL ODISHA//
ଭାରତର ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଠାରୁ ପ୍ରାୟ 431 କିମି ଦୂରରେ ବଡ଼ ଧରଣର ଭୂମିକମ୍ପ ହୋଇଛି I ରିକ୍ଟର ସ୍କେଲରେ ଭୁକମ୍ପର ତୀବ୍ରତା 6.1 ରହିଛି।
ଏନେଇ କିଛି କ୍ଷୟକ୍ଷତି ହୋଇନାହିଁ I
ଭୂକମ୍ପର ଗଭୀରତା ଭୂମିଠାରୁ 75 କିଲୋମିଟର ତଳେ ଥିଲା I ପୁଣି ଥରେ ଭୁକମ୍ପର ପ୍ରଭାବ ଅନୁଭୂତ ହୋଇପାରେ ବୋଲି ଜାତୀୟ ଭୂକମ୍ପ କେନ୍ଦ୍ର ପୂର୍ବାନୁମାନ କରିଛି I