ଅବସର ପରେ ବିଭିନ୍ନ ବିଭାଗରେ 40,000 କର୍ମଚାରୀ, ବିଦା ହେବେ କେବେ?

0
  • ଭୁବନେଶ୍ୱର//TATKAL ODISHA//

ଅବସର କର୍ମଚାରୀଙ୍କ କାଚେପୁଅ ବାର I

ବର୍ତ୍ତମାନ ରାଜ୍ୟରେ ପାଖାପାଖି 40,000 କର୍ମଚାରୀ ଅବସର ପରେ ବିଭିନ୍ନ ଅଫିସ, କର୍ପୋରେସେନ, ବିଶ୍ଵବିଦ୍ୟାଳୟ, ବୋର୍ଡ଼, ମୁନିସିପାଲିଟି, ଜିଲ୍ଲା ଅଫିସରେ କାର୍ଯ୍ୟରତ ଅଛନ୍ତି I

‘ଅବସର କର୍ମଚାରୀ ବିଭିନ୍ନ ପଦବୀ ମାଡ଼ି ବସିବାରୁ ଯୁବପୀଢ଼ି ଚାକିରୀ ପାଇବାରୁ ବଞ୍ଚିତ’

ଦୀର୍ଘ ବର୍ଷରୁ ସେମାନେ ବିଭିନ୍ନ ପଦବୀ ମାଡ଼ି ବସିଛନ୍ତି I ପଦବୀ ଅନୁସାରେ କାମ କରୁନାହାନ୍ତି I କେହି ଏ ପର୍ଯ୍ୟନ୍ତ ସ୍ୱଇଚ୍ଛାରେ ଯାଉ ବି ନାହାନ୍ତି I

ସେମାନେ କେବେ ବିଦା ହେବେ ତାହା କାହାକୁ ଜଣା ନାହିଁ I ତେଣୁ ସେମାନଙ୍କୁ ନୂଆ ସରକାର ତୁରନ୍ତ ବହିଷ୍କାର କରିବା ଜରୁରୀ I ନ ହେଲେ ଏଥିପାଇଁ ପ୍ରବଳ ଜନ ଅସନ୍ତୋଷ ତୀବ୍ର ହେବ ବୋଲି ଜଣେ ବରିଷ୍ଠ ଅଧିକାରୀ ମତବ୍ୟକ୍ତ କରିଛନ୍ତି I

Leave A Reply

Your email address will not be published.