ଅଫଲାଇନରେ CBSE ବୋର୍ଡ ପରୀକ୍ଷା

0
  • ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ

ଭୁବନେଶ୍ୱର//TATKAL ODISHA//

ଅଫଲାଇନରେ ହିଁ ହେବ ସିବିଏସଇ ଟର୍ମ-୧ ବୋର୍ଡ ପରୀକ୍ଷା ।

ଅନଲାଇନରେ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ମିଳିବନି ବିକଳ୍ପ । ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଲେ ସୁପ୍ରିମକୋର୍ଟ I

ଏନେଇ ପୂର୍ବରୁ ବିବାଦ ସୃଷ୍ଟି ହୋଇଥିଲା I କରୋନା ସଂକ୍ରମଣ କମି ଥିବାରୁ ଅଫଲାଇନ ପରୀକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି I

ସୁପ୍ରିମକୋର୍ଟଙ୍କ ଏହି ରାୟକୁ ବିଭିନ୍ନ ମହଲରେ ସ୍ୱାଗତ କରାଯଇଛି I

Leave A Reply

Your email address will not be published.