‘ଅପରେସନ ସିନ୍ଦୂର’: ଭାରତ ନେଲା ପ୍ରତିଶୋଧ 

0
  • ପିଓକେରେ ଆକ୍ରମଣ, 100ରୁ ଅଧିକ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ,ଶ୍ରୀନଗର // TATKAL ODISHA//

ପହେଲଗାମ ଆତଙ୍କୀ ହମଲାର ପ୍ରତିଶୋଧ ନେବା ଆରମ୍ଭ କରିଛି ଭାରତ I

 ମଙ୍ଗଳବାର ରାତି ପ୍ରାୟ ୧ଟା ୩୦ରେ ପିଓକେରେ ୨୦୧୯ ବାଲାକୋଟ ଏୟାରଷ୍ଟ୍ରାଇକ ଭଳି ଭାରତ ‘ସର୍ଜିକାଲ ଷ୍ଟ୍ରାଇକ୍’ କରିଛି I ଲସ୍କର ତୋଇବାର ୯ଟି ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ କରି ବାୟୁସେନା ଆକ୍ରମଣ କରିଛି ।

ଏଥିରେ ଭାରତ ଓ ପାକିସ୍ତାନର ୪ଟି ସ୍ଥାନ ଏବଂ ପିଓକେର ୫ଟି ସ୍ଥାନ ଅନ୍ତର୍ଭୁକ୍ତ। 

ସର୍ଜିକାଲ ଷ୍ଟ୍ରାଇକର ନାଁ ରହିଛି ‘ଅପରେସନ ସିନ୍ଦୂର’ । 

   ମିଳିଥିବା ସୂଚନା ଅନୁସାରେ ତିନି ସେନାର ଏକ ମିଳିତ ଅପରେସନ ହୋଇଛି I ଆକ୍ରମଣ ଯୋଗୁଁ ୧୦୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଛନ୍ତି ।

  • ଏକ୍ସରେ ମୁଖ୍ୟମନ୍ତ୍ରୀଙ୍କ ‘ସାଲ୍ୟୁଟ’

Leave A Reply

Your email address will not be published.