ଅପରାଜିତାଙ୍କୁ ସମ୍ମାନଜନକ ଡି ଲିଟ: ପୁନେରେ 9ରେ ପାଇବେ

0
  • ନବୀନ ଯେଉଁଠି ହୋଇଥିଲେ ସମ୍ମାନିତ, ସେଇଠି ହେବେ
  • ପୁନେ, ଭୁବନେଶ୍ୱର//TATKAL ODISHA//


ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୮ରେ ପୁନେର ଯେଉଁ ଏମଆଇଟି(MIT) ବିଶ୍ୱବିଦ୍ୟାଳୟରୁ ସମ୍ମାନିତ ହୋଇଥିଲେ,  ଏବେ ସେଠାରୁ ସମ୍ମାନଜନକ ଡି ଲିଟ ଡିଗ୍ରୀ  ପାଇବାକୁ ଯାଉଛନ୍ତି ଅପରାଜିତା ଷଡ଼ଙ୍ଗୀ I ତାଙ୍କୁ ଆଗାମୀ 9 ତାରିଖ ଦିନ ସମ୍ମାନିତ କରାଯିବ I


   ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଡ଼ଃ କନ୍ନଡ଼ ଏହି ସୂଚନା ଦେଇଛନ୍ତି I ସେ କହିଛନ୍ତି ଯେ, ସମ୍ମାନଜନକ “ଶ୍ରୀସରସ୍ବତୀ ଦେବୀ ଜୀବନ ଜ୍ଞାନଗୌରବ” ପୁରସ୍କାର ପାଇବେ ଭୁବନେଶ୍ୱର ସାଂସଦ ଅପରାଜି ତାଷଡ଼ଙ୍ଗୀ I ସେ ମଧ୍ୟ D.LITT ଉପାଧିରେ ସମ୍ମାନିତ ହେବେ।

Leave A Reply

Your email address will not be published.