ଅଜୟ ମହାପାତ୍ରଙ୍କ ନିଚ୍ଛକ ଗପ -‘କାଠ ବାଘ'(ଏକ)

++++++++++++++++++++++++++++++++++ “କାଠ ବାଘ ଗୋଟିଏ ସତ୍ୟ ଆଧାରିତ ଏକ ‘କାଳ୍ପନିକ’କାହାଣୀ I ଚରିତ୍ରସବୁ ବି ସମ୍ପୂର୍ଣ୍ଣ କାଳ୍ପନିକ I ଯଦି କାହା ସହ କିଛି ଚରିତ୍ରର ସାମଞ୍ଜସ୍ୟ ରହେ, ନିଜ ଦେହକୁ ନେବେ ନାହିଁ I ତାହାଲେ..ଆସନ୍ତୁ ‘କ୍ରମଶଃ ଭାବେ’ ଚାରୋଟି କାହାଣୀ ପଢ଼ି ମଜା ନିଅନ୍ତୁ “- ସମ୍ପାଦିକା +++++++++++++++++++++++++++++++++ କାଠବାଘ–ଏକ