୩୭୮ ଓଏଏସ୍ ଅଧିକାରୀଙ୍କ ନିଯୁକ୍ତି ବୈଧ
କଟକ//TATKAL ODHISHA?//
ଓଡ଼ିଶା ହାଇକୋର୍ଟ ୩୭୮ ଓଏଏସ୍ ଅଧିକାରୀଙ୍କ ନିଯୁକ୍ତି ବୈଧ କରିଛନ୍ତି I
ହାଇକୋର୍ଟରେ ୨୦୦୬ରୁ ଓଏଏସ୍ ନିଯୁକ୍ତି ବିବାଦ ମାମଲା ଚାଲିଥିଲା I
ବିଚାର କରି ୩୭୮ ଓଏଏସ୍ ଅଧିକାରୀଙ୍କ ନିଯୁକ୍ତି ବୈଧ କଲେ ହାଇକୋର୍ଟ, I ଏଥିସହ ସ୍ୟାଟ୍ଙ୍କ ଆଦେଶକୁ ମଧ୍ୟ ହାଇକୋର୍ଟ ରଦ୍ଦ କରିଛନ୍ତି I ଏବେ ନିଯୁକ୍ତି ବୈଧ ହେବା ପରେ ରାଜ୍ୟ ସରକାର ନିଯୁକ୍ତି ଦେବାକୁ ବାଧ୍ୟ ହେବେ I