ୟୁକ୍ରେନକୁ ଭାରତ କାହିଁକି ଦେଲାନି ସମର୍ଥନ?

0

  • TATKAL ODISHA//ANALYSIS//

ୟୁକ୍ରେନକୁ ଯୁଦ୍ଧ ସମୟରେ ଭାରତ କାହିଁକି ଅନୁରୋଧ ସତ୍ୱେ ସମର୍ଥନ ଦେଲାନି?? କଣ କାରଣ ଥାଇପାରେ??

ଜାଣନ୍ତୁ ପ୍ରକୃତ କାରଣ..

  • 1)  ୟୁକ୍ରେନ୍ କାଶ୍ମୀର ପ୍ରସଙ୍ଗ ଉପରେ  ଜାତିସଂଘରେ ଭାରତ ବିରୁଦ୍ଧରେ ଭୋଟ କରିଥିଲା ।
  • 2)  ୟୁକ୍ରେନ୍ ପରମାଣୁ ପରିକ୍ଷଣ ପ୍ରସଙ୍ଗ ଉପରେ ଭାରତ ବିରୁଦ୍ଧ ରେ ଭୋଟ କରିଥିଲା ।
  • 3)  ୟୁକ୍ରେନ୍  ଜାତିସଂଘର ସିକ୍ୟୁରିଟି କାଉସିଲରେ ଭାରତର ସ୍ଥାୟୀ ସଦସ୍ୟତା ବିରୁଦ୍ଧରେ ଭୋଟ କରିଥିଲା ।
  • 4)  ୟୁକ୍ରେନ୍ ପାକିସ୍ତାନକୁ ହତିଆର ସପ୍ଲାଇ କରେ ।
  • 5)  ୟୁକ୍ରେନ୍ ଅଲକାଏଦାକୁ ସମର୍ଥନ ଦିଏ ।


ୟୁକ୍ରେନ ଭାରତର କେବେହେଲେ ବି ସମର୍ଥନ ଦେଇନାହିଁ। ଯେବେ ଆମ ଉପରେ ପ୍ରତିବନ୍ଧକ ଲଗିଲା ସେତେବେଳେ ଜାତିସଂଘରେ ସେ ପ୍ରତିବନ୍ଧର ପକ୍ଷରେ ଭୋଟ କଲା ।


ଯେତେବେଳେ ଭାରତ ନିଜର ଶକ୍ତି ବୃଦ୍ଧି ପାଇଁ ୟୁରାନିୟମ ଖୋଜୁଥିଲା, ସେତେବେଳେ ୟୁକ୍ରେନ ନିଜ ପାଖରେ ୟୁରାନିଅମର ଭଣ୍ଡାର ଥିବା ସତ୍ତ୍ୱେ ସହଯୋଗ କରିନାହିଁ I ଏପରିକି ତତ୍କାଳୀନ ପ୍ରଧାନମନ୍ତ୍ରୀଙ୍କୁ ବ୍ୟବହାର ବି ସଠିକ ଦେଖାଇ ନାହିଁ I


ଏଥିପାଇଁ ଯେଉଁ ଲୋକ ୟୁକ୍ରେନର ସମର୍ଥନରେ ବାଉଳା ହେଉଛନ୍ତି ତାଙ୍କୁ ବୁଝିବା ଦରକାର କି ୟୁକ୍ରେନ ଭାରତର ମିତ୍ର ରାଷ୍ଟ୍ର ନୁହେଁ I କେବେ ବି ଭାରତର ସାଥ ଦେଇନାହିଁ I


1971ରେ ଭାରତ ପାକିସ୍ତାନ ଯୁଦ୍ଧ ବେଳେ ଆମେରିକାର ଭାରତ ଉପରେ ପରମାଣୁ ବମ୍ ପକାଇବାର ଯୋଜନାକୁ ଋଷ ହିଁ ପଣ୍ଡ କରିଥିଲା, ସେତେବେଳେର ଆମେରିକା ରାଷ୍ଟ୍ରପତି  ରିଚାର୍ଡ ନିକ୍ସନ ଆରବ ସାଗରରେ ନୌଭେଳା ଠୁଳ କରି ପାକିସ୍ଥାନକୁ ସାହାଯ୍ଯ କରିବାକୁ ଆଗେଇ ଆସିବାବେଳେ, କେବଳ ରୁଷ 6 ଓ 13 December-1971 ରେ ତା’ ନାଭାଲକୁ ଆରବ ସାଗର ଓ ବଙ୍ଗୋପସାଗରକୁ ପଠାଇବାରୁ ଆମେରିକା ପଛଘୁଞ୍ଚା ଦେଇଥିଲା।

ରୁଷର ଏପରି ମିତ୍ରତାକୁ ଭାରତ କେବେ ବି ଭୁଲିପାରିବ ନାହିଁ। କେବଳ ଏକମାତ୍ର ଦେଶ ରୁଷ ସର୍ବଦା ଭାରତର ମିତ୍ର। ଆମେରିକା କେବେ ବି ଭାରତର ମିତ୍ର ନଥିଲା ଓ ଆଜି ବି ନାହିଁ।


ସେଇଥିପାଇଁ ହୁଏତ ରୁଷ ସପକ୍ଷରେ ଭାରତ ରହିଥିବା କୁହାଯାଉଛି I


(ସଂଗୃହିତ)

  • TATKAL ODISHAର ପୂର୍ଵ ରିପୋର୍ଟ ଦେଖନ୍ତୁ…

//ANALYSIS //
ଯୁକ୍ରେନ ଯୁଦ୍ଧରୁ ଉଚିତ “ଶିକ୍ଷା “

ଯୁକ୍ରେନ ଯୁଦ୍ଧରୁ ଉଚିତ ‘ଶିକ୍ଷା’

Leave A Reply

Your email address will not be published.