ବନ୍ଧୁ ମିଳନ: ମୁଖ୍ୟମନ୍ତ୍ରୀଙ୍କ ସହ ସାମ୍ବାଦିକ ଖେଳିଲେ ହୋଲି

0
  • ବିଜେପି ସଭାପତି, ଅନ୍ୟ ନେତା ବି ବି ପାଳିଲେ ହୋଲି

ଭୁବନେଶ୍ୱର, 14/03: ପୂର୍ବ ବର୍ଷମାନଙ୍କ ଭଳି ରାଜ୍ୟ ବିଜେପି ପକ୍ଷରୁ ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟରେ ଶୁକ୍ରବାର ସନ୍ଧ୍ୟାରେ ସାମ୍ବାଦିକମାନଙ୍କ ପାଇଁ ହୋଲି ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି।

ବନ୍ଧୁ ମିଳନରେ ମୁଖ୍ୟମନ୍ତ୍ରୀ, ବିଜେପି ରାଜ୍ୟ ସଭାପତିଙ୍କ ସହ ବିଭିନ୍ନ ମିଡ଼ିଆର ପ୍ରତିନିଧିମାନେ ଉପସ୍ଥିତ ରହି ଅବିର ଓ ଫଗୁ ସହ ସହ ଖୁସି ମନାଇଥିଲେ।

ପ୍ରାୟ 30 ବର୍ଷ ଧରି ବିଜେପି ସାମ୍ବାଦିକଙ୍କ ପାଇଁ ବନ୍ଧୁ ମିଳନ ଆୟୋଜନ କରୁଛି ।

ଏହି ବନ୍ଧୁ ମିଳନ “ଅସ୍ମିତାର ମିଳନ’ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମତ ପ୍ରକାଶ କରିଛନ୍ତି I

Leave A Reply

Your email address will not be published.