ସ୍ମୃତିର ସନ୍ତକ… ଶୁଣନ୍ତୁ ସତ୍ୟବ୍ରତ ସାହୁଙ୍କ କଣ୍ଠରେ ଖୋକା ଭାଇଙ୍କ ଗୀତ

0
  • କ୍ଷୟ ଯାହାର ନାହିଁ ସେ ଅକ୍ଷୟ  
  • କଟକ, ଭୁବନେଶ୍ୱର //TATKAL ODISHA//

ଖୋକା ଭାଇ I ଅକ୍ଷୟ ମହାନ୍ତି I

୧୨ ଅକ୍ଟୋବର ୧୯୩୬ରେ ଜନ୍ମ ଗ୍ରହଣ କରିଥିବା ଖୋକା ଭାଇ  ପ୍ରତିଟି ଓଡ଼ିଆଙ୍କ ପ୍ରାଣରେ.. ଗୀତରେ.. ଗଳ୍ପରେ..ଓ  ଉପନ୍ୟାସରେ.. ବିରାଜମାନ କରିଛନ୍ତି, କରିଥିବେ I 

ବହୁ ଓଡ଼ିଆ କଥାଚିତ୍ର, ପଲ୍ଲୀଗୀତ ଓ  ଭଜନରେ  କଣ୍ଠଦାନ କରି   ରେକର୍ଡ ସୃଷ୍ଟି କରିଯାଇଛନ୍ତି ଏଇ ସଂଗୀତ ଯାଦୁକର.. I 

ସେ ହିଁ  ଓଡ଼ିଆ ଆଧୁନିକ ଓ ସୁଗମ ସଙ୍ଗୀତର ଥିଲେ ଜନ୍ମଦାତା।

ସେ ମରି ବି ଅମର I 
ଖୋକା ଭାଇଙ୍କ ଜନ୍ମ ଜୟନ୍ତୀରେ ତାଙ୍କ ଏଗାରଟି ସୁପରହିଟ ଗୀତକୁ ଗାଇ ସ୍ମୃତି ଚାରଣ କରିଛନ୍ତି  ବିଶିଷ୍ଟ କଣ୍ଠ ଶିଳ୍ପୀ ତଥା ବରିଷ୍ଠ ପ୍ରଶାସକ ସତ୍ୟବ୍ରତ ସାହୁ..

ଆସନ୍ତୁ.. ହୃଦୟକୁ ଛୁଉଁ ଥିବା ଖୋକା ଭାଇଙ୍କ ଗୋଟିଏ ଗୀତ -” ନଦୀ ଫେରେ ସାଗରକୁ” ସତ୍ୟବ୍ରତଙ୍କ କଣ୍ଠରେ ଶୁଣିବା..
ଶୁଣନ୍ତୁ…

Leave A Reply

Your email address will not be published.