ସୌର ମିସନ: ପୁଣି ଇତିହାସ ରଚିଲା ଭାରତ
ବେଙ୍ଗାଲୁରୁ//TATKAL ODISHA//
ଚନ୍ଦ୍ରଯାନ-୩ର ସଫଳତା ପରେ ପୁଣି ଭାରତ ସୂର୍ଯ୍ୟ ଅଭିଯାନ କରି ଇତିହାସ ରଚିଛି । ଏହାର ନାମ ରହିଛି ଆଦିତ୍ୟ-ଏଲ୍-୧।
ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ)ର ଏହା ପ୍ରଥମ ଓ ଦେଶୀୟ ଜ୍ଞାନ କୌଶଳରେ ନିର୍ମିତ ସୌର ମିସନ । ସେଥିପାଇଁ ଆମେରିକା, ଚୀନ, ରୁଷିଆ, ଜାପାନ ଓ ଫ୍ରାନ୍ସ ଭଳି ଦେଶ ବ୍ୟତୀତ ସମଗ୍ର ବିଶ୍ୱର ନଜର ଭାରତ ଉପରେ ଏବେ ନିକ୍ଷେପ ରହିଛି ।
