ସୁରେଶ ଚନ୍ଦ୍ର ଦଳେଇ ଉତ୍ତରାଞ୍ଚଳ ରାଜସ୍ୱ ଆଯୁକ୍ତ

0

  • ରଞ୍ଜନ କୁମାର ଦାସଙ୍କୁ ଅତିରିକ୍ତ ଦାୟିତ୍ୱ
  • ଭୁବନେଶ୍ୱର //TATKAL ODHISHA//

ଓଡିଶା ଭାଷା ଓ ସଂସ୍କୃତି ବିଭାଗ ଶାସନ ସଚିବ ଡ଼ଃ ସୁରେଶ ଚନ୍ଦ୍ର ଦଳେଇ ଉତ୍ତରାଞ୍ଚଳ ରାଜସ୍ୱ ଆଯୁକ୍ତ ଵା ଆରଡିସି ଭାବେ ବଦଳି ହୋଇଛନ୍ତି I ସେ ଖୁବଶୀଘ୍ର ସମ୍ବଲପୁରରେ ଥିବା ମୁଖ୍ୟାଳୟରେ କାର୍ଯ୍ୟ ସମ୍ପାଦନ କରିବେ I

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି

ଅନ୍ୟ ପକ୍ଷରେ ଓଡିଶା ଭାଷା ଓ ସଂସ୍କୃତି ବିଭାଗର ନିର୍ଦେଶକ ଥିବା ରଞ୍ଜନ କୁମାର ଦାସଙ୍କୁ ବିଭାଗୀୟ ସଚିବ ପାଦରେ କାର୍ଯ୍ୟ କରିବାକୁ ଅତିରିକ୍ତ ଦାୟିତ୍ୱ ମିଳିଛି I
ଶୁକ୍ରବାର ଓଡିଶା ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି I

Leave A Reply

Your email address will not be published.