ସୁପ୍ରିମକୋର୍ଟରେ ‘ପରୀ’ ଶୁଣାଣି ଆଜି

0
  • ନୂଆଦିଲ୍ଲୀ, ଭୁବନେଶ୍ୱର//TATKAL ODISHA//


ନୟାଗଡ଼ର ବହୁଚର୍ଚ୍ଚିତ “ପରୀ” ଅପହରଣ ଓ ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବିରେ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନର ଶୁଣାଣି ଆଜି ହେବ I

ବିଚାରପତି ଏଏମ୍‌ ଖାନୱିଲକର ଓ ବିଚାରପତି ସଂଜୀବ ଖାନ୍ନାଙ୍କ ଖଣ୍ଡପୀଠରେ ତାହା ହେବ।

ପରୀକୁ ହତ୍ୟା କରାଯାଇଛି ଏବଂ ଏଥିରେ ଜଣେ ମନ୍ତ୍ରୀ ସାମିଲ ଅଛନ୍ତି ବୋଲି ଅଭିଯୋଗ ଉଠିଥିଲା I ଘଟଣା ପ୍ରଶମିତ ହୋଇଥିଲେ ହେଁ ପୁଣି ଚର୍ଚ୍ଚାକୁ ଆସିଛି I

Leave A Reply

Your email address will not be published.