ସମ୍ବଲପୁର ଏସ୍‌ବିଆଇ ବ୍ରାଞ୍ଚକୁ ଗଲା ଜବଦ ଟଙ୍କା

0
  • ଭୁବନେଶ୍ୱରରେ ଆୟକର ଡିଜି
  • ସମ୍ବଲପୁର, ଭୁବନେଶ୍ୱର//TATKAL ODISHA//

ବଲାଙ୍ଗୀର ଓ ସମ୍ବଲପୁରରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି I ଜବଦ 300 କୋଟିର ନଗଦ ଟଙ୍କା ସମ୍ବଲପୁର ଏସ୍‌ବିଆଇ ବ୍ରାଞ୍ଚକୁ ପଠାଯାଇଛି I ଦୁଇଟି ଭ୍ୟାନ୍‌ରେ ଟଙ୍କା ଭର୍ତ୍ତି ବ୍ୟାଗ୍ ଯାଇଥିବା ଜଣାପଡ଼ିଛି ।

ଭୁବନେଶ୍ୱରରେ ପହଞ୍ଚିଛନ୍ତି ଆୟକର ବିଭାଗ ଡିଜି ସଞ୍ଜୟ ବାହାଦୂର।

ରାଜ୍ୟରେ ଚାଲିଥିବା ବଡ଼ ଧରଣର ରେଡ୍‌ ସମ୍ପର୍କରେ ଆଲୋଚନା। ଏକ ଘରୋଇ ହୋଟେଲରେ ଚାଲିଛି ଗୁରୁତ୍ୱପୂର୍ଣ୍ଣ ବୈଠକ।

ଆୟକର ବିଭାଗର ଚଢ଼ାଉ ପରେ ରାଜନୀତି ସରଗରମ ହୋଇଛି I

Leave A Reply

Your email address will not be published.