ସତ୍ୟବ୍ରତ ସାହୁଙ୍କ କଣ୍ଠରେ ଶୁଣନ୍ତୁ.. ଭାବ ଭକ୍ତିର ‘ଶ୍ରୀଗଣେଶ ବନ୍ଦନା’
ଭୁବନେଶ୍ୱର,//TATKAL ODISHA//
ଶ୍ରୀଗଣେଶ I ସେ ବିଦ୍ୟାଧିପତି, ବିଘ୍ନହର୍ତ୍ତା, ଅଗ୍ରପୂଜ୍ୟ ଗଣାଧିପତି, ଉମାପୁତ୍ର, ବିନାୟକ I ସେ ବି ବିଘ୍ନରାଜ I
ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀରେ ମାତା ପାର୍ବତୀଙ୍କ ଅଙ୍ଗରାଗରୁ ଶ୍ରୀଗଣେଶ ଜନ୍ମ ଲାଭ କରିଥିଲେ | ପ୍ରତି ଶୁଭ କାର୍ଯ୍ୟରେ ତାଙ୍କର ଆରାଧନା ବିନା କାର୍ଯ୍ୟ ସାର୍ଥକ ହୋଇ ନ ଥାଏ..
ଶ୍ରୀ ଗଣେଶଙ୍କୁ ଆରାଧନା କରି ଭକ୍ତିପୂତ ଅର୍ଘ୍ୟ ଦେଇଛନ୍ତି ବିଶିଷ୍ଟ କଣ୍ଠଶିଳ୍ପୀ ତଥା ବରିଷ୍ଠ ପ୍ରଶାସକ ସତ୍ୟବ୍ରତ ସାହୁ I
ଶୁଣନ୍ତୁ.. ସେହି ଭାବ ଭକ୍ତିର ଭଜନ….