ସତ୍ୟବ୍ରତ ସାହୁଙ୍କ କଣ୍ଠରେ ଶୁଣନ୍ତୁ ଭଜନ-‘ଏମିତି ଏ ବଡ଼ଦାଣ୍ଡେ’

TATKAL ODISHA //MUSIC//

ଯେଉଁ ଭଜନକୁ ଗାନ କରି ଭଜନ ସମ୍ରାଟ ଭିକାରୀ ବଳ ଓଡ଼ିଶାର ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ, ସେଇ ଚର୍ଚ୍ଚିତ ଭଜନକୁ ଗାନ କରିଛନ୍ତି ବରିଷ୍ଠ ପ୍ରଶାସକ ତଥା ଗାୟକ ସତ୍ୟବ୍ରତ ସାହୁ I

ସିଦ୍ଧାର୍ଥ ମ୍ୟୁଜିକ ପକ୍ଷରୁ ଏହାର ପ୍ରଯୋଜନା କରାଯାଇଛି I

  • ଭଜନଟି ହେଉଛି.. ଏମିତି ଏ ବଡ଼ ଦାଣ୍ଡେ ହାତ ପାତି ରହିଥିବି..

ସ୍ବର୍ଗତ ଭିକାରୀ ବଳ ଏକାକୀ କଣ୍ଠ ଦେଇଥିବାବେଳେ ସତ୍ୟବ୍ରତଙ୍କ ସହ ‘କୋରସ’ ଦିଆଯାଇଛି I ସେଥିପାଇଁ ଭକ୍ତି ଗୀତଟି ଆହୁରି ଶ୍ରୁତି ମଧୁର ହୋଇଛି I

  • ଆସନ୍ତୁ ୟୁଟୁବରେ ଭଜନଟିକୁ ଶୁଣି ଭକ୍ତି ଓ ଭାବରେ ତନ୍ମୟ ହେବା…
  • https://youtu.be/gf4XaezMeNk

Comments are closed.