ଶାନ୍ତି ଶୃଙ୍ଖଳାର ଭୋଟ,୧୨ଟା ସୁଦ୍ଧା ୪୩%

0
  • ଭୁବନେଶ୍ୱର//TATKAL ODISHA//

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ଭୋଟ ଚାଲିଛି I

ଦ୍ୱିତୀୟ ଦିନ ୧୨ ଟା ସୁଦ୍ଧା ୪୩ ପ୍ରତିଶତ ମତଦାନ।

ଜଗତସଂହପୁରର ଦୁଇଟି ବୁଥ କୁ ଛାଡ଼ିଦେଲେ ବାକି ସବୁଠି ଶାନ୍ତି ଶୃଙ୍ଖଳାରେ ଚାଲିଛି ମତଦାନ

ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ର ସାହୁ ଏହି ସୂଚନା ଦେଇଛନ୍ତି I

Leave A Reply

Your email address will not be published.