ଶଙ୍ଖ ଫୁଙ୍କିଲେ ଦେବଗଡ଼ର ବିଶିଷ୍ଟ ଶିକ୍ଷାବିତ ଶାନ୍ତି ମଞ୍ଜରୀ ଦେଇ

0
  • ଦେବଗଡ଼, ଭୁବନେଶ୍ୱର//TATKAL ODISHA//

ବିଜେଡିରେ ଯୋଗଦେଲେ ଦେବଗଡ଼ର ବିଶିଷ୍ଟ ଶିକ୍ଷାବିତ ଶାନ୍ତି ମଞ୍ଜରୀ ଦେଇ I

ରାଷ୍ଟ୍ରପତି ଓ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷୟିତ୍ରୀ ଶାନ୍ତି ମଞ୍ଜରୀ I

ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଦଳରେ ସାମିଲ କଲେ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ I

ମିଶ୍ରଣ ପର୍ବ

ମିଶ୍ରଣ ପର୍ବରେ ଉପସ୍ଥିତ ଥିଲେ ବିଜେଡି ଜିଲ୍ଲା ସଭାପତି ରୋମାଞ୍ଚ ରଂଜନ ବିଶ୍ଵାଳ I

ବିଜେଡି ରାଜ୍ୟ ସଂପାଦକ କୁନବିହାରୀ ଦାସ ବି ଉପସ୍ଥିତ ଥିଲେ I

ସମର୍ଥକଙ୍କ ସହ ଯୁବନେତା ରାଜକିଶୋର ଦାଶ ମଧ୍ୟ ବିଜେଡିରେ ମିଶିଛନ୍ତି I

Leave A Reply

Your email address will not be published.