ଲଘୁଚାପ କ୍ଷେତ୍ର ସୃଷ୍ଟି: ୮ ସୁଦ୍ଧା ଅବପାତ
* ବାତ୍ୟା ‘ଆସାନି’ର ଗତିପଥ ସ୍ପଷ୍ଟ ହୋଇନି
- 18 ଜିଲ୍ଲାପାଳଙ୍କୁ ଆଲର୍ଟ କଲେ ରାଜ୍ୟ ସରକାର- ୧୭
- ଏନଡିଆରଏଫ୍, ୨୦ ଓଡ୍ରାଫ୍, ୧୭୫ ଅଗ୍ନିଶମ ଟିମ୍ ପ୍ରସ୍ତୁତ
ନୂଆଦିଲ୍ଲୀ, ଭୁବନେଶ୍ୱର//TATKAL ODISHA//
ଦକ୍ଷିଣ ଆଣ୍ଡାମାନ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି I ତାହା ଉତ୍ତର ପଶ୍ଚିମକୁ ଗତି କରି ୮ ତାରିଖ ସୁଦ୍ଧା ଅବପାତର ରୂପ ନେଇ ପୁଣି ଧୀରଚଳନ କରିବ I ତାପରେ ବାତ୍ୟାର ଗତିପଥ ସ୍ପଷ୍ଟ ହେବ ।