ରାଜ୍ୟପାଳ ଗଣେଶୀ ଲାଲଙ୍କ କଣ୍ଠରେ “ଉତ୍କଳ ଜନନୀ”
- ପ୍ରେମାନନ୍ଦଙ୍କ ଆଉ ଏକ ଅନନ୍ୟ କୃତି
ଭୁବନେଶ୍ୱର//TATKAL ODISHA//MUSIC//
ପବିତ୍ର ଦିନରେ ପବିତ୍ର ସଂଗୀତ I
ତାହା ପୁଣି ଓଡ଼ିଶାର ପ୍ରଥମ ନାଗରିକ ତଥା ମହାମହିମ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ କଣ୍ଠରେ…
ଶୁଣନ୍ତୁ ସେହି “ଉତ୍କଳ ଜନନୀ”ର ବନ୍ଦନା..
ଓଡ଼ିଶାରେ ବିଶିଷ୍ଟ ସଂଗୀତ ନିର୍ଦେଶକ ପ୍ରେମାନନ୍ଦଙ୍କ ଏହା ହେଉଛି ଆଉ ଏକ ଅନନ୍ୟ କୃତି..
- Lyrics – Bijaya Malla
- Music – Prem Anand
- Singer – Prof. Ganeshi Lal (Hon’ble Governor of Odisha)
- Humane Sagar
- Diptirekha
- TATKAL ODISHAର ଦେଖନ୍ତୁ
- ସେହି ସୁମଧୁର ଗୀତ…
https://drive.google.com/file/d/1s7PNEFSkb-qikHUA7mbmna6bFFT6pLLC/view?usp=drivesdk