ରବିବାର ଖୋଲିବ ରତ୍ନଭଣ୍ଡାର, ମନ୍ତ୍ରୀଙ୍କ ବଡ଼ ଘୋଷଣା

0

ପୁରୀ, ଭୁବନେଶ୍ୱର//TATKAL ODISHA//

ରବିବାର ରତ୍ନଭଣ୍ଡାର ଖୋଲାଯିବ। ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି I ରତ୍ନଭଣ୍ଡାର ଗଣତି, ମଣତି ନେଇ ଆର୍‌ବିଆଇ ସହାୟତା ନିଆଯିବ। ତାଙ୍କ ପ୍ରତିନିଧି ଉପସ୍ଥିତ ରହିବେ ।

ଶନିବାର ଏହି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥରାଜ ହରିଚନ୍ଦନ I

ମନ୍ତ୍ରୀ କହିଛନ୍ତି ଯେ,ରତ୍ନ ଭଣ୍ଡାର କେଉଁ ସମୟରେ ଖୋଲିବ, ସେଇ ନିଷ୍ପତ୍ତି ନେବେ ମୁଖ୍ୟ ପ୍ରଶାସକ। ତେବେ ଶୁଭ ସମୟ ଦେଖି ମୁଖ୍ୟ ପ୍ରଶାସକ ଏହାର ନିଷ୍ପତ୍ତି ନେବେ।

Leave A Reply

Your email address will not be published.