ମେ ୩୧ରେ ବ୍ରଜରାଜନଗର ଭୋଟ

0
  • ଝାରସୁଗୁଡା//TATKAL ODISHA//


ବିଜେଡି ନେତା କିଶୋର ମହାନ୍ତିଙ୍କ ଦେହାନ୍ତ ପରେ ଖାଲି ପଡ଼ିଥିବା ବ୍ରଜରାଜନଗର ଆସନ ପାଇଁ ଆସନ୍ତା ମେ 31ରେ ଭୋଟ ହେବ I


ସୋମବାର ଉପନିର୍ବାଚନ ନେଇ ଭାରତୀୟ ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି ପ୍ରକାଶ ପାଇଛି ।

ବ୍ରଜରାଜନଗର ଉପନିର୍ବାଚନ ପାଇଁ ତାରିଖ ଘୋଷଣା: ଦେଖନ୍ତୁ..

  • ମେ ୪ ରେ ପ୍ରକାଶ ପାଇବ ଗେଜେଟ ବିଜ୍ଞପ୍ତି ।
  • ମେ ୧୧ ତାରିଖରେ ନାମାଙ୍କନ ପତ୍ର ଦାଖଲ ।
  • ମେ ୧୨ ରେନାମାଙ୍କନ ଯାଂଚ ହେବ ।
  • ୧୭ ପର୍ଯ୍ୟନ୍ତ ପ୍ରତ୍ୟାହାର ।
  • ମେ ୩୧ ରେ ବ୍ରଜରାଜନଗର ଉପନିର୍ବାଚନ ନେଇ ଭୋଟ ।
  • ଜୁନ ୩ ରେ ହେବ ଗଣତି ।

Leave A Reply

Your email address will not be published.