ମୁହଁ ମାଡ଼ି ପଡ଼ିଗଲେ ବଡ଼ ଠାକୁର

0
  • 5 ଆହତ

ପୁରୀ //TATKAL ODISHA//

ଆଡ଼ପ ପହଣ୍ଡି ସମୟରେ ବଡ଼ ଅଘଟଣ। ଆଡପ ମଣ୍ଡପକୁ ଯିବାବେଳେ ଘଟିଛି ଅଘଟଣ। ମୁହଁ ମାଡ଼ି ପଡ଼ିଗଲେ ବଡ଼ ଠାକୁର I ୫ ଜଣ ସେବାୟତ ଆହତ ହୋଇଛନ୍ତି ।

“ପୁରୀରେ ଆଜି ଆଡପ ମଣ୍ଡପ ବିଜେ ପହଣ୍ଡି ସମୟରେ ବଡ଼ ଠାକୁର ଶ୍ରୀ ବଳଭଦ୍ର ଚାରମାଳରେ ଖସି ପଡିବା ଖବର ପାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖପ୍ରକାଶ କରିଛନ୍ତି। ସେ ଆଇନମନ୍ତ୍ରୀ ପୃଥିରାଜ ହରିଚନ୍ଦନଙ୍କୁ ତୁରନ୍ତ ପୁରୀଯାଇ ଉପଯୁକ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।”

ମୁଖ୍ୟମନ୍ତ୍ରୀ ଆହତ ସେବାୟତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ମହାପ୍ରଭୁ ଶ୍ରୀ ବଳଭଦ୍ର ପହଣ୍ଡି ବେଳେ ମୁହଁମାଡ଼ି ପଡିଗଲେ I

ପହଣ୍ଡି ବିଜେ ସମୟରେ ତାଳଧ୍ଵଜ ରଥରେ ଚାରମାଳ ଉପରୁ ଆଗକୁ ଝୁଙ୍କି ପଡିଲେ ବଳଭଦ୍ର ମହାପ୍ରଭୁ ।

Leave A Reply

Your email address will not be published.