ମାହାଙ୍ଗା ଡବଲ ମର୍ଡର ମାମଲା, ମିଳିଲାନି ଅଭିଯୁକ୍ତଙ୍କୁ ଜାମିନ

0
  • କଟକ,ଭୁବନେଶ୍ୱର//TATKAL ODISHA//

ବହୁଚର୍ଚ୍ଚିତ ଓ ବହୁ ବିବାଦୀୟ କଟକ ଜିଲ୍ଲା ମାହାଙ୍ଗା ଡବଲ ମର୍ଡର ମାମଲା ଭିନ୍ନ ମୋଡ଼ ନେଇଛି ।

ଓଡିଶା ହାଇକୋର୍ଟ ଅଭିଯୁକ୍ତମାନଙ୍କୁ ଜାମିନ ଦେଇନାହାନ୍ତି ।

୬ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ ହୋଇଛି ।

ଅଭିଯୁକ୍ତମାନେ ନିରାଶ ହୋଇଛନ୍ତି.. ସେମାନେ ହେଉଛନ୍ତି…

  • କୈଳାଶ ଖଟୁଆ
  • ,ମଳୟ ବାରିକ,
  • ଭିକାରୀ ସ୍ୱାଇଁ
  • କ୍ଷୀତିଶ ଆଚାର୍ଯ୍ୟ,
  • ଚୈତନ୍ୟ ସେଠୀ
  • ଅରବିନ୍ଦ ଖଟୁଆ

ଏହି ରାୟ ପରେ ମହଙ୍ଗା ସମେତ ସାରା ରାଜ୍ୟରେ ରାଜନୀତି ତୀବ୍ର ହୋଇଛି I

Leave A Reply

Your email address will not be published.