ମାର୍ଚ୍ଚ ୩୧ରୁ ସମସ୍ତ କୋଭିଡ ପ୍ରତିବନ୍ଧକ ହଟିବ

0
  • ଦୁଇ ବର୍ଷ ପରେ ମହାମାରୀ ଆଇନ ହଟାଇବାକୁ ନିଷ୍ପତ୍ତି
  • ପରିସ୍ଥିତି ଦେଖି କଟକଣା ହଟାଇବାକୁ ରାଜ୍ୟଙ୍କୁ ପରାମର୍ଶ
  • ଫେସ୍ ମାସ୍କର ନିୟମ,ସାମାଜିକ ଦୂରତା ଅକ୍ଷୁର୍ଣ୍ଣ ରହିବ

  • ନୂଆଦିଲ୍ଲୀ //TATKAL ODISHA//

କରୋନା ହ୍ରାସ ପାଉଥିବା ମାମଲା ମଧ୍ୟରେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି।

ମାର୍ଚ୍ଚ ୩୧ରୁ ସମସ୍ତ କୋଭିଡ ପ୍ରତିବନ୍ଧକ ହଟାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

ତଥାପି, ଫେସ୍ ମାସ୍କର ନିୟମ ଓ ସାମାଜିକ ଦୂରତା ଅକ୍ଷୁର୍ଣ୍ଣ ରହିବ।

  • ୨ ବର୍ଷ ପରେ ମହାମାରୀ ଆଇନ ହଟାଇବାକୁ ନିଷ୍ପତ୍ତି
  • ପରିସ୍ଥିତି ଦେଖି କଟକଣା ହଟାଇବାକୁ ରାଜ୍ୟମାନଙ୍କୁ ପରାମର୍ଶ
  • -କେବଳ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଗାଇଡଲାଇନ ମାନିବାକୁ ପରାମର୍ଶ ଦେଲେ
  • -ସମୟ ସମୟରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ‌ଆଣୁଥିବା ନିର୍ଦ୍ଦେଶ ପାଳନ ପାଇଁ କହିଲେ
  • -ଆଡଭାଇଜରି ମାନିବା, ମାସ୍କ ପିନ୍ଧିବା ପାଇଁ ଗୃହ ସଚିବଙ୍କ ପରାମର୍ଶ

Leave A Reply

Your email address will not be published.