ମାର୍କେଟ ବିଲଡିଂ ପରେ ଭୁବନେଶ୍ୱର କୋର୍ଟ ସିଲ

0
  • ଆସନ୍ତା ମେ 5 ଯାଏ କୋର୍ଟ ବନ୍ଦ

ଭୁବନେଶ୍ୱର //ତତ୍କାଳ ଓଡ଼ିଶା //

ରାଜଧାନୀରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢୁ ଥିବାରୁ ପ୍ରଥମେ ମାର୍କେଟ ବିଲଡିଂକୁ ଦୁଇ ଦିନ ପାଇଁ ସିଲ କରାଯାଇଛି I ଗୁରୁବାର ପୂର୍ବାହ୍ନରେ ସ୍ଥିତି ବିଗିଡ଼ିବାରୁ ଭୁବନେଶ୍ୱର କୋର୍ଟକୁ ସିଲ କରି ଦିଆ ଯାଇଛି I
କୋଭିଡ ପଜିଟିଭ ସଂଖ୍ୟା ବଢ଼ି ଥିବା କୋର୍ଟ ୭ଦିନ ସିଲ୍‍ କରିଛି ପ୍ରଶାସନ I
କୋର୍ଟ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ I

Leave A Reply

Your email address will not be published.