ମାଡ଼ି ଆସୁଛି ବାତ୍ୟା !
ନୂଆଦିଲ୍ଲୀ//TATKAL ODISHA//
ବଙ୍ଗୋପ ସାଗରରେ ସୃଷ୍ଟ ଘୁର୍ଣ୍ଣି ବଳୟ ଅଧିକ ଘନୀଭୂତ ହୋଇଛି I ତାହା କ୍ରମଶଃ ଭୟଙ୍କର ହୋଇ ବାତ୍ୟାର ରୂପ ନେବ ବୋଲି ପୂର୍ବାନୁମାନ କରାଯାଇଛି I
ସାଟେଲାଇଟ ରିପୋର୍ଟ ଅନୁସାରେ ବାତ୍ୟା ମେ ୨୫ରେ ଛୁଇଁପାରେ ଓଡ଼ିଶା କିମ୍ବା ଆନ୍ଧ୍ର ଉପକୂଳ । ତାହା ଭୀଷଣ ବାତ୍ୟାର ରୂପ ନେବାର ଯଥେଷ୍ଟ ସମ୍ଭାବନା ରହିଛି।
ତେବେ ଭାରତୀୟ ପାଣିପାଗ ବିଭାଗ ଏନେଇ କିଛି ସ୍ପଷ୍ଟ କରି ନାହିଁ I