ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଦାୟିତ୍ୱ
- ଭୁବନେଶ୍ୱର//TATKAL ODISHA//
ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଅତିରିକ୍ତ ଭାବେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଦାୟିତ୍ୱରେ ରହିବେ I ଏନେଇ ରାଜ୍ୟ ସରକାର ରାଜଭବନକୁ ଲିଖିତ ଭାବେ ଜଣାଇଥିବା ପରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଅନମୋଦନ ଦେଇଛନ୍ତି I
ଆଜି ସନ୍ଧ୍ୟା ସୁଦ୍ଧା ମନ୍ତ୍ରୀ ଶ୍ରୀ ପୂଜାରୀ ଅତିରିକ୍ତ ଦାୟିତ୍ୱ ନେବେ I