ମଞ୍ଜୁ ରଥ ବ୍ରହ୍ମପୁର ପାଇଁ କଂଗ୍ରେସର ମେୟର ପ୍ରାର୍ଥୀ

0

  • ବ୍ରହ୍ମପୁର//TATKAL ODISHA//

 ମଞ୍ଜୁ ରଥ ହେଲେ ବ୍ରହ୍ମପୁର ମହାନଗର ନିଗମ ପାଇଁ କଂଗ୍ରେସର ମେୟର ପ୍ରାର୍ଥୀ । ସୋମବାର ତାଙ୍କ ନାମ ଘୋଷଣା ହୋଇଛି I

ପୂର୍ବରୁ ବିଜେଡି ଓ ବିଜେପି ମେୟର ପ୍ରାର୍ଥୀଙ୍କ ନାଁ ଘୋଷଣା କରିସାରିଛନ୍ତି I 

ବିଜେଡିରୁ ସଂଘମିତ୍ରା ଦଳେଇ, ବିଜେପିରୁ ସବିତା ସୁଆର ପ୍ରାର୍ଥୀ ହୋଇଛନ୍ତି I

 ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ଥିବାରୁ ସବୁ ଦଳର ପ୍ରାର୍ଥୀ ନାମାଙ୍କନ ଦାଖଲ କରିବେ ।

Leave A Reply

Your email address will not be published.