ଭି କେ ପାଣ୍ଡିଆନଙ୍କ ନାମରେ ଏତଲା
- ଅର୍ଥ ତୋଷରପାତ ଅଭିଯୋଗ
- କ୍ୟାପିଟାଲରେ FIR କଲେ ଆଇନଜୀବୀ ସୁଧୀର ମହାନ୍ତି
ଭୁବନେଶ୍ୱର //TATKAL ODISHA//
ଆଇନଜୀବି ସୁଧୀର ଚରଣ ମହାନ୍ତି କ୍ୟାପିଟାଲ ଥାନାରେ ପୂର୍ବତନ ପ୍ରଶାସକ ଭି କେ ପାଣ୍ଡିଆନଙ୍କ ନାମରେ ଏତଲା ଦାୟର କରିଛନ୍ତି I
ଅର୍ଥ ତୋଷରପାତ ଓ ଖଣି ମାଫିଆଙ୍କ ଠାରୁ ଉତକୋଚ ନେବା ପାଣ୍ଡିଆନଙ୍କ ନାମରେ ଅଭିଯୋଗ ହୋଇଛି I
ଏତଲା ବି ଗ୍ରହଣ ହୋଇଥିବା ଜଣାପଡ଼ିଛି I ମାତ୍ର କେଉଁ ଦଫା ଲାଗିଛି ତାହା ସ୍ପଷ୍ଟ ହୋଇ ନାହିଁ I