ନୂଆ ଗୁଇନ୍ଦା ନିର୍ଦେଶକ ହେଲେ IPS ଆର ପି କୋଚେ
- ଲଳିତ ଦାସ ଗୃହ ବିଭାଗର OSD
ଭୁବନେଶ୍ୱର//TATKAL ODISHA//
ଆଇପିଏସ ଅଧିକାରୀ ସ୍ତରରେ ସାମାନ୍ୟ ଅଦଳବଦଳ ହୋଇଛି I
1993 ବ୍ୟାଚ ଆଇପିଏସ ଆର ପି କୋଚେ ନୂଆ ଗୁଇନ୍ଦା ନିର୍ଦେଶକ ହୋଇଛନ୍ତି I
ଗୁଇନ୍ଦା ନିର୍ଦେଶକ ଥିବା 1992 ବ୍ୟାଚର ଆଇପିଏସ ଅଧିକାରୀ ଲଳିତ ଦାସଙ୍କୁ ଗୃହ ବିଭାଗରେ ଓଏସଡ଼ି (OSD) ଭାବେ ବଦଳି କରାଯାଇଛି I
ସୋମବାର ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି I