ବିଜୟଶ୍ରୀଙ୍କ କଣ୍ଠରେ ଶୁଣନ୍ତୁ ମା’ ଦୁର୍ଗା ଭଜନ

0
  • ସୁଇଜରଲ୍ୟାଣ୍ଡ/ /TATKAL ODISHA //

ଜାଗୋ ଦୁର୍ଗେ
ଶାରଦୀୟ ପୂଜା ଉପଲକ୍ଷେ ଦୁର୍ଗା ଦେବୀ ଭଜନ/ ମା ଦୁର୍ଗା ଭଜନ

ସୁଦୂର ସୁଇଜରଲ୍ୟାଣ୍ଡରେ ରହୁଥିବା ଓ ଆନ୍ତର୍ଜାତିକ ସ୍ତରରେ କାମ କରୁଥିବା ଓଡ଼ିଆ କଣ୍ଠଶିଳ୍ପୀ ଓ ହିନ୍ଦୁସ୍ତାନୀ ସଙ୍ଗୀତଙଜ୍ଞ ଡ. ବିଜୟଶ୍ରୀ ସାମଲଙ୍କର ସ୍ୱରଚିତ ଓ ସଂଯୋଜିତ ଏଇ ଗୀତ ଟିରେ ରହିଛନ୍ତି ଯଇପୁର, ରାଜସ୍ଥାନର ସୁନାମଧନ୍ୟ ହିନ୍ଦୁସ୍ଥାନୀ ସଙ୍ଗୀତଙଜ୍ଞ ମାନେ ହେଉଛନ୍ତି..

  • ପଣ୍ଡିତ ଆଲୋକ ଭଟ – ମୋହନ ବୀଣା, ଅରେଞ୍ଜମେଣ୍ଟ
  • ପଣ୍ଡିତ ମହେନ୍ଦ୍ର ଶଙ୍କର ଡେଙ୍ଗୀ – ତବଲା
  • ପଣ୍ଡିତ ହରିହରଷରଣ ଭଟ- ସୀତାର
  • ଶ୍ରୀ ଅବଦୁଲ ରଶୀଦ- କଲ୍ରଇନେଟ
  • ସତୀଶ ଶର୍ମା- ରେକର୍ଡିଙ୍ଗ


ମା ଦୁର୍ଗା ଙ୍କର ଏହି ନୂତନ ଅବାହନୀ ଗୀତର ଶେଷରେ ଅର୍ଗଳI ସ୍ତୋତ୍ର ରହିଛି ଯାହାକି ସୌଭାଗ୍ୟମନ୍ତ୍ର ରୂପରେ ବେଶ ପରିଚିତ .
ଗୀତଟି ୨୬ ସେପ୍ଟେମ୍ବର ୨୦୨୨ ରେ ବିଶ୍ୱସ୍ତରରେ ସମସ୍ତ ସଂଗୀତ ପ୍ଲାଟଫର୍ମ ରେ ସ୍ୱତନ୍ତ୍ର ଭାବରେ ମୁକ୍ତିଲାଭ କରିବା ସହିତ, You Tube ରେ ଏହାର ଭିଡ଼ିଓ ମୁକ୍ତି ଲାଭ କରିଛି…


ମା’ଙ୍କ ର ଏହି ଅବାହନୀ ଗୀତ ମାଧ୍ୟମରେ ଶ୍ରୋତାଙ୍କୁ ଶାରଦୀୟ ଶୁଭେଚ୍ଛା ସହିତ ସମସ୍ତଙ୍କର ମଙ୍ଗଳ କାମନା କରିଛନ୍ତି ବିଜୟଶ୍ରୀ…

  • ଆସନ୍ତୁ ଶୁଣିବା ସେହି ସୁମଧୁର ଭଜନ.

Leave A Reply

Your email address will not be published.