ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ ଗିରଫ

0

  • ଦେବଗଡ଼,ଭୁବନେଶ୍ୱର//TATKAL ODISHA//

 ବିଜେପିର ବରିଷ୍ଠ ନେତା ତଥା ଦେବଗଡ ବିଧାୟକ ସୁବାଷ  ପାଣିଗ୍ରାହୀ ଗିରଫ ହୋଇଛନ୍ତି । ବିଧାୟକ ଭୁବନେଶ୍ୱରସ୍ଥିତ ନିଜ ସରକାରୀ ବାସଭବନରେ ଥିବାବେଳେ ଦେବଗଡ ପୋଲିସ ତାଙ୍କୁ ଗିରଫ ନେଇଛି ।

   ସୂଚନାନୁସାରେ କମିଶନରେଟ ପୋଲିସ ସୁବାଷଙ୍କୁ ଗିରଫ କରାଗଲା ବେଳେ  ଦେବଗଡ ପୋଲିସ ସହାୟତା ଦେଇଛି ।

ତାଙ୍କ ବିରୋଧରେ ତିଲେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତି ମାଡ ମାରିବା ନେଇ ଅଭିଯୋଗ କରିଥିଲେ ।

ଏଥିସହିତ ତାଙ୍କର ଜଣେ ସହଯୋଗୀ ମଧ୍ୟ ଗିରଫ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.