କାହିଁକି ଓଡ଼ିଶା ଭିନ୍ନ?-1: ‘ଅଲଗା ନାମ, ସମାନ ଆକର୍ଷଣ’

0
  • ଡ. ମନୋଜ କୁମାର ମିଶ୍ର
  • TATKAL ODISHA//ଐତିହ୍ୟ ଖୋଜ//

**************************************************

ବିଚିତ୍ର ଓଡ଼ିଶା I କ’ଣ ନାହିଁ ଏଠି?

ଓଡ଼ିଶା 17.780N ଏବଂ 22.730N ଅକ୍ଷାଂଶ ମଧ୍ୟରେ ଏବଂ ଦ୍ରାଘିମା 81.37E ରୁ 87.53E ମଧ୍ୟରେ ଅବସ୍ଥିତ | ରାଜ୍ୟର କ୍ଷେତ୍ର 155,707 କିଲୋମିଟର ପରିବ୍ୟାପ୍ତ , ଯାହାକି ଭାରତର ମୋଟ କ୍ଷେତ୍ରର 4.87% ଏବଂ ଏହାର ଉପକୂଳବର୍ତ୍ତୀ ତଟରେଖା 480 କିଲୋମିଟର |ଓଡ଼ିଶାକୁ ଅନନ୍ୟ ଏବଂ ଭିନ୍ନ ଅଭିହିତ କରିବା ପାଇଁ ସମ୍ଭାବ୍ୟ କାରଣ ଗୁଡ଼ିକ ଏକାଧିକ।

ବିସ୍ତିର୍ଣ୍ଣ ବେଳାଭୂମି ଅଛି I ଶହ ଶହ ସଂଖ୍ୟାରେ କମକୋଟି ସଜ୍ଜିତ କୀର୍ତ୍ତିରାଜି ଅଛି I ଖ୍ରୀଷ୍ଟପୂର୍ବ 261ରେ ଅଶୋକଙ୍କ ଶିଳାଲେଖ ତାର ଜ୍ଵଳନ୍ତ ଉଦାହରଣ I ରାଜ୍ୟରେ ସବୁଠାରୁ ବେଶୀ ପଜାତିର ଜନଜାତି ବି ଏଠି ବାସ କରନ୍ତି I

କିନ୍ତୁ ନାଁ ସମାନ, ଆକର୍ଷଣ – ଏମିତି ବହୁ କ୍ଷେତ୍ର ରହିଛି ତାହା ଆପଣଙ୍କୁ ଆଚାର୍ଯ୍ୟ ଚକିତ କରିବ ନିଶ୍ଚୟ I

ଆସନ୍ତୁ ସେମିତି କିଛି ସ୍ପଟ ବିଷୟରେ ବର୍ଣ୍ଣନା କରିବା

ଡ଼ ମନୋଜ କୁମାର ମିଶ୍ରଙ୍କ ଆଲେଖ୍ୟ….

++++++++++++++++++++++++++++++++++++++++

ରାଣିପୁର ଝରିଆଲ : ଚଉଷଠୀ ଯୋଗିନୀ


ଚୌଷଠୀ ଯୋଗିନୀ

  • କ) ଭୁବନେଶ୍ୱର ନିକଟବର୍ତ୍ତୀ ହୀରାପୁର 
  • ଖ) ଟିଟିଲାଗଡ  ନିକଟବର୍ତ୍ତୀ ରାଣୀପୁର ଝରିଆଲ                              

 ଅଶୋକଙ୍କ ଶିଳାଲେଖ

  • କ) ଭୁବନେଶ୍ଵର ନିକଟବର୍ତ୍ତୀ ଧଉଳି 
  • ଖ) ବ୍ରହ୍ମପୁର ନିକଟବର୍ତ୍ତୀ ଜଉଗଡ

ଉଷ୍ମ ପ୍ରସବଣ ଗୁଚ୍ଛ

  • କ) ଦେଉଳଝରି
  • ଖ)ନୟାଗଡ଼ ଜିଲ୍ଲାର ଭାପୁର ନିକଟବର୍ତ୍ତୀ ତରାବାଲୋ

ଏକକ ଉଷ୍ମ ପ୍ରସବଣ 

  • କ) ଖୋର୍ଦ୍ଧା ନିକଟବର୍ତ୍ତୀ ଅଟ୍ରି 
  • ଖ) ଦିଗପହଣ୍ଡି ନିକଟବର୍ତ୍ତୀ ତପ୍ତପାଣି

ରଥଯାତ୍ରା        

  • କ)  ପୁରୀ ରେ ଅନୁଷ୍ଠିତ ହେଉଥିବା ଜଗନ୍ନାଥ ରଥ ଯାତ୍ରା( ଜୁନ୍- ଜୁଲାଇ)
  •  ଖ)  ଭୁନେଶ୍ଵରଠାରେ ଅନୁଷ୍ଠିତ ହେଉଥିବା  ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା  (ମାର୍ଚ୍ଚ – ଏପ୍ରିଲ୍)
  • ଯାଜପୁରର ବିରଜା ଠାକୁରାଣୀଙ୍କ ଆଉ ଏକ ରଥଯାତ୍ରା ଦଶହରା ସମୟରେ ଅନୁଷ୍ଠିତ ହୁଏ।

ଢଳି ରହିଥିବା ଆଶ୍ଚର୍ଯ୍ୟ

  • କ) ସମ୍ବଲପୁର ନିକଟବର୍ତ୍ତୀ ହୁମା                                      ଠାରେ ଥିବା ଢଳି ରହଥିବା ମନ୍ଦିର 
  • ଖ) ଫୁଲବାଣୀ ନିକଟବର୍ତ୍ତୀ ଚକାପାଦ ଠାରେ ଥିବା ଢଳି ରହିଥିବା ବୃକ୍ଷ ସମୂହ

(କ୍ରମଶଃ)

Leave A Reply

Your email address will not be published.