ବାସ୍ତୁଗୃହ-25, କେମିତି ହେବ ପୂଜା ଘର?

0
  • ବାସ୍ତୁବିତ ଇଂ ଅଜୟ କୁମାର ମହାପାତ୍ର
  • ଭୁବନେଶ୍ୱର//TATKAL ODISHA//

++++++++++++++++++++++++++++++++++++++++

ବର୍ତ୍ତମାନ ସୁଦ୍ଧା TATKAL ଓଡ଼ିଶାରେ ବାସ୍ତୁ ଗୃହ ଉପରେ 24ଟି ଅଧ୍ୟାୟ ପ୍ରକାଶ କରିଛି I ଏଥର 25ତମ ଅଧ୍ୟାୟରେ ପୂଜାଘର କେମିତି ହେବ ସେ ବିଷୟରେ ବର୍ଣ୍ଣନା କରୁଛୁ I

ଇଂ ଅଜୟ କୁମାର ମହାପାତ୍ର କଣ କହୁଛନ୍ତି ଆସନ୍ତୁ ଦେଖିବା…

ପୂଜାଘର (Pooja Room) :

  • (କ) ଉତ୍ତର, ପୂର୍ବ ଦିଗ କିମ୍ବା ଐଶାନ୍ୟ କୋଣରେ ପୂଜା ଗୃହଟି ଅବସ୍ଥାପିତ କରିବା ଉଚିତ ।
  • (ଖ) ପୂଜାଗୃହର ଉପରେ କିମ୍ବା ତଳେ କିମ୍ବା ମୁହାଁମୁହିଁ ଶୌଚାଗାର ନ ହେବା ଉଚିତ।
  • (ଗ) କବାଟ ଉତ୍ତର କିମ୍ବା ପୂର୍ବ କାନ୍ଥରେ ରହିବା ପ୍ରୀତିକର ।
  • (ଘ) ଦୀପ ଆଗ୍ନେୟ କୋଣରେ ରଖିବା ଉଚିତ।
  • (ଙ) ହୋମକୁଣ୍ଡ ଆଗ୍ନେୟ କୋଣରେ ରଖିବା ଉଚିତ ।
  • (ଚ) ଆଲମିରା ପଶ୍ଚିମ କିମ୍ବା ଦକ୍ଷିଣ ପାର୍ଶ୍ଵରେ ରଖିବା ଉଚିତ ।
  • ( ଛ ) ମୂର୍ତ୍ତି ସ୍ଥାପନ କଲେ ଅନ୍ତତଃ ପକ୍ଷେ ‘‘କାନ୍ଥଠୁ ଦୂରରେ ରଖ୍ ଉଚିତ ।

ଦେଖନ୍ତୁ TATKAL ODISHAର ପୂର୍ଵ ରିପୋର୍ଟ…

// ବାସ୍ତୁବିଜ୍ଞାନ-24 //

କେମିତି ହେବ ରୋଷେଇ ଘର?

ବାସ୍ତୁବିଜ୍ଞାନ-24: କେମିତି ହେବ ରୋଷେଇ ଘର?

Leave A Reply

Your email address will not be published.